ବିଜୁ ଜନ୍ମ ଶତବାର୍ଷିକୀ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ମାର୍ଚ୍ଚ ୫ରୁ ଆରମ୍ଭ ହେବ ବିଜୁ ପଟ୍ଟନାୟକ ଜନ୍ମବାର୍ଷିକୀ ଉତ୍ସବ। ଏକ ବର୍ଷ ଧରି ଚାଲିବାକୁ ଥିବା ଏହି ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ବୁଧବାର ସଚିବାଳୟରେ ବିଜୁ ଜନ୍ମଶତବାର୍ଷିକୀ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଡମ୍ବରପୂର୍ଣ୍ଣ ବିଜୁ ଜନ୍ମ ବାର୍ଷିକୀ ପାଳନ ନେଇ ବିସୃତ ଭାବେ ଆଲୋଚନା ହୋଇଥିଲା। ବିଜୁ ଜନ୍ମ ଶତବାର୍ଷିକୀ ପାଳନ ପାଇଁ […]

biju

biju

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 03:11 AM IST

Sports

Latest News

ଭୁବନେଶ୍ୱର: ମାର୍ଚ୍ଚ ୫ରୁ ଆରମ୍ଭ ହେବ ବିଜୁ ପଟ୍ଟନାୟକ ଜନ୍ମବାର୍ଷିକୀ ଉତ୍ସବ। ଏକ ବର୍ଷ ଧରି ଚାଲିବାକୁ ଥିବା ଏହି ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ବୁଧବାର ସଚିବାଳୟରେ ବିଜୁ ଜନ୍ମଶତବାର୍ଷିକୀ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଡମ୍ବରପୂର୍ଣ୍ଣ ବିଜୁ ଜନ୍ମ ବାର୍ଷିକୀ ପାଳନ ନେଇ ବିସୃତ ଭାବେ ଆଲୋଚନା ହୋଇଥିଲା। ବିଜୁ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଗଠିତ ୫ଟି କମିଟି ଯାଥାକ୍ରମେ ଶତବାର୍ଷିକୀ କମିଟି, ଅୟୋଜକ କମିଟି, ସମନ୍ୱୟ କମିଟି, ସ୍ମରଣିକା ଓ ଡକ୍ୟୁମେଣ୍ଟେସନ୍ କମିଟି ଓ ଜାତୀୟ ଓ ଆନ୍ତର୍ଜାତୀୟ ସମନ୍ୱୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଭିନ୍ନ କମିଟିକୁ ଦିଆଯାଇଥିବା ଦାୟିତ୍ୱ ସଂପର୍କରେ ଏଥିରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story