ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲୀପ ରାୟ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ବିଧାୟକ ଦିଲୀପ ରାୟ ଚିଠି ଲେଖିଛନ୍ତି। ଚିଠିରେ ଦିଲୀପ ଦର୍ଶାଇଛନ୍ତି, ଗତ ୧୬ ତାରିଖରେ ରାଜ୍ୟ ବିଧାନସଭାରେ ଆଧୁନିକ ଓଡିଶାର ନିର୍ମାତା ବିଜୁ ବାବୁଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଦେବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟରେ ମଧ୍ୟ ଦଳମତ ନିର୍ବିଶେଷରେ ସମସ୍ତେ ବିଜୁ ବାବୁଙ୍କୁ ଭାରତରତ୍ନ ଦିଆଯାଉ ବୋଲି ଦାବି କରି ଆସୁଛନ୍ତି। ତେଣୁ ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ […]

dilip

dilip

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 10:59 AM IST

Sports

Latest News

dilipଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ବିଧାୟକ ଦିଲୀପ ରାୟ ଚିଠି ଲେଖିଛନ୍ତି। ଚିଠିରେ ଦିଲୀପ ଦର୍ଶାଇଛନ୍ତି, ଗତ ୧୬ ତାରିଖରେ ରାଜ୍ୟ ବିଧାନସଭାରେ ଆଧୁନିକ ଓଡିଶାର ନିର୍ମାତା ବିଜୁ ବାବୁଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଦେବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟରେ ମଧ୍ୟ ଦଳମତ ନିର୍ବିଶେଷରେ ସମସ୍ତେ ବିଜୁ ବାବୁଙ୍କୁ ଭାରତରତ୍ନ ଦିଆଯାଉ ବୋଲି ଦାବି କରି ଆସୁଛନ୍ତି। ତେଣୁ ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ ପ୍ରକ୍ରିୟାକୁ ଆରମ୍ଭ କରିବାକୁ ଦିଲୀପ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ଗତ ମାର୍ଚ୍ଚ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ବେଳେ ମଧ୍ୟ ଦିଲୀପ ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ନେଇ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story