ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମିନି ମାରାଥନ୍

ଭୁବନେଶ୍ୱର/କଟକ: ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା। ଫରେଷ୍ଟ ପାର୍କରୁ ଏହି ମିନି ମାରାଥନ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା। କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାକୁ ଉଦଘାଟନ କରିଥିଲେ। ମିନି ମାରଥନରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ମିନି ମାରାଥନର ୪ଟି ବର୍ଗର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ […]

mini- marathna

mini- marathna

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 04:04 AM IST

Sports

Latest News

ଭୁବନେଶ୍ୱର/କଟକ: ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା। ଫରେଷ୍ଟ ପାର୍କରୁ ଏହି ମିନି ମାରାଥନ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା। କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାକୁ ଉଦଘାଟନ କରିଥିଲେ। ମିନି ମାରଥନରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ମିନି ମାରାଥନର ୪ଟି ବର୍ଗର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ୮୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି।

ସେହିପରି ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀରେ କଟକରେ ମଧ୍ୟ ମିନି ମାରାଥନ ଆୟୋଜିତ ହୋଇଛି। କଟକ ତୁଳସୀପୁରସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦଭବନଠାରୁ ଏହି ମାରାଥନ ବାହାରିଥିଲା। ଏଥିରେ ବହୁ ସଂଖ୍ୟାରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।

ଓଡ଼ିଶା ଭେଟେରାନ୍ ସ୍ପୋର୍ଟ୍ସ ପର୍ସନ ଆସୋସିଏସନ୍ ପକ୍ଷରୁ ଏକ ୱାକଥନର ମଧ୍ୟ ଆୟୋଜିତ ହୋଇଥିଲା। ଆସୋସିଏସନର ସଭାପତି ବିଧାୟକ ରଣେନ୍ଦ୍ର ପ୍ରତାପ ଏହାକୁ  ପତାକା  ଦେଖାଇ ଶୁଭାରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story