ଓଡ଼ିଶାର ବରପୁତ୍ରଙ୍କ ଜୀବନୀ ଉପରେ ପୁସ୍ତକକୁ ନେଇ ରାଜନୀତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ବରପୁତ୍ରଙ୍କ ଅବଦାନ ଅବିସ୍ମରଣୀୟ। ସେମାନଙ୍କୁ ମନେ ରଖିବା ପାଇଁ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏବେ ସେମାନଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏଥିରେ ମାତିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି। ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି। ପୂରା ଘଟଣା ଏମିତି। ଜାନୁଆରୀ ୨୭ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା […]

talman inagurated

talman inagurated

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 11:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ବରପୁତ୍ରଙ୍କ ଅବଦାନ ଅବିସ୍ମରଣୀୟ। ସେମାନଙ୍କୁ ମନେ ରଖିବା ପାଇଁ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏବେ ସେମାନଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏଥିରେ ମାତିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି। ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି।

ପୂରା ଘଟଣା ଏମିତି। ଜାନୁଆରୀ ୨୭ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ସଂପର୍କିତ ପୁସ୍ତକ ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ଉନ୍ମୋଚନ କରାଯାଇଥିଲା। ଏହି ବହିରେ ବିଜୁଙ୍କ ବୀରତ୍ୱ ଓ ଓଡ଼ିଶାକୁ ତାଙ୍କ ଅବଦାନର ଗାଥା ରହିଛି। ଏହାକୁ ଆଳ କରି ଗୋଟିଏ ମଞ୍ଚରେ ଜାତୀୟ ସ୍ତରର ବହୁ ତୁଙ୍ଗ ନେତା ଏକାଠି କରି ରାଜ୍ୟ ରାଜନୀତିରେ ବୁକ୍ ପଲିଟିକ୍ସର ପ୍ରଥମ ଗୋଟି ଚଳାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାକୁ କାଉଣ୍ଟର କରିବା ପାଇଁ ଏପ୍ରିଲ ୧ ତାରିଖରେ ବିଜେପି ଖେଳିଲା ଆଉ ଏକ ଚାଲ୍‌। ଉତ୍କଳ ଦିବସରେ ଓଡ଼ିଶାର ବହୁ ବରପୁତ୍ରଙ୍କ ସାହସ ଓ ବୀରତ୍ୱର ଗାଥାକୁ ନେଇ ପୁସ୍ତକ “ଧମନୀରେ ଶୌର୍ଯ୍ୟ” ଉନ୍ମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବହିରେ ପାଇକ ବିଦ୍ରୋହଠୁ ନେଇ ୧୯୪୭ ପର୍ଯ୍ୟନ୍ତ ରାଜ୍ୟର ଗର୍ବ, ଗୌରବ ଓ ପରିଚୟ ପାଇଁ ସମର୍ପିତ ବରପୁତ୍ରମାନଙ୍କ କାହାଣୀ ରହିଛି। ଆଉ ଏହା ପରେ ଆରମ୍ଭ ହୋଇଯାଇଛି ବରପୁତ୍ରଙ୍କୁ ନେଇ ପୁସ୍ତକ ପ୍ରତିଦ୍ୱନ୍ଦ୍ୱିତାର ବୟାନବାଜି।

ଉତ୍କଳ ଦିବସରେ ବରପୁତ୍ରଙ୍କୁ ସମ୍ମାନ ଦେବାକୁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ପାଳିଲେ ଉତ୍ସବ। ଆଉ ଏପଟେ ବିଜେପି ମଧ୍ୟ ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ଆୟୋଜନ କଲା ଉତ୍କଳ ଦିବସ ସମାରୋହ। ତେବେ ଏସବୁ ଭିତରେ ବରପୁତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ବିଜେଡି-ବିଜେପିର ବୁକ୍ ପଲିଟିକ୍ସକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିଶେଷଜ୍ଞ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story