ବିଜୁବାବୁଙ୍କୁ ଭାରତରତ୍ନ ଓ ସଂସଦରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ଦିଲୀପ ତିର୍କୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ସହ ସଂସଦରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସାଂସଦ ଦୀଲିପ ତିର୍କୀ ଦାବି କରିଛନ୍ତି। ଆଜି ରାଜ୍ୟସଭାର ଶୂନ୍ୟକାଳରେ ସାଂସଦ ତିର୍କୀ ଏହି ଦାବି କରିଥିଲେ। ଆସନ୍ତାକାଲିଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶତବାର୍ଷିକୀ ପାଳନ ହେଉଛି। ଦେଶ ଓ ରାଜ୍ୟ ଗଠନରେ ପାଇଁ ତାଙ୍କର ଅବଦାନ ମହାନ୍, ଏହି ଅବସରରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ସହ ତାଙ୍କର ପ୍ରତିମୂର୍ତ୍ତି ସଂସଦରେ ସ୍ଥାପନ କରାଯାଉ […]

dilip

dilip

Rakesh Mallick
  • Published: Friday, 04 March 2016
  • Updated: 04 March 2016, 09:51 AM IST

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ସହ ସଂସଦରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସାଂସଦ ଦୀଲିପ ତିର୍କୀ ଦାବି କରିଛନ୍ତି। ଆଜି ରାଜ୍ୟସଭାର ଶୂନ୍ୟକାଳରେ ସାଂସଦ ତିର୍କୀ ଏହି ଦାବି କରିଥିଲେ। ଆସନ୍ତାକାଲିଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶତବାର୍ଷିକୀ ପାଳନ ହେଉଛି। ଦେଶ ଓ ରାଜ୍ୟ ଗଠନରେ ପାଇଁ ତାଙ୍କର ଅବଦାନ ମହାନ୍, ଏହି ଅବସରରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ସହ ତାଙ୍କର ପ୍ରତିମୂର୍ତ୍ତି ସଂସଦରେ ସ୍ଥାପନ କରାଯାଉ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story