ଭୁବନେଶ୍ୱରରେ ଷ୍ଟାର ଆଥଲେଟ୍‌ ବିକାଶ ଗୌଡ଼ା: ସ୍ୱର୍ଣ୍ଣପଦକ ଜିତି ହ୍ୟାଟ୍ରିକ୍‌ ମାରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ ଚାମ୍ପିୟନସିପ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଷ୍ଟାର ଆଥଲେଟ୍‌ଙ୍କ ଭିଡ ଜମିଲାଣି। ପାଖାପାଖି ୪୫ଟି ଦେଶ ଏହି ପ୍ରତିଯୋଗିତାରେ ଭାଗନେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ଅନେକ ଆଥଲେଟ୍‌ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଭାରତୀୟ ଟିମ୍‌ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ କରିଛି। ଏହି ଅବସରରେ ତିନି ତିନ ଥର ଅଲମ୍ପିକ ଖେଳିଥିବା ଡିସକସ୍‌ ଥ୍ରୋର ଷ୍ଟାର ଖେଳାଳି ବିକାଶ ଗୌଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ପହଞ୍ଚିବା ପରେ ସେ […]

fffff

fffff

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 10:56 PM IST

Sports

Latest News

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ ଚାମ୍ପିୟନସିପ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଷ୍ଟାର ଆଥଲେଟ୍‌ଙ୍କ ଭିଡ ଜମିଲାଣି। ପାଖାପାଖି ୪୫ଟି ଦେଶ ଏହି ପ୍ରତିଯୋଗିତାରେ ଭାଗନେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ଅନେକ ଆଥଲେଟ୍‌ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଭାରତୀୟ ଟିମ୍‌ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ କରିଛି। ଏହି ଅବସରରେ ତିନି ତିନ ଥର ଅଲମ୍ପିକ ଖେଳିଥିବା ଡିସକସ୍‌ ଥ୍ରୋର ଷ୍ଟାର ଖେଳାଳି ବିକାଶ ଗୌଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ପହଞ୍ଚିବା ପରେ ସେ କହିଛନ୍ତି ଯେ ଏହି ପ୍ରତିଯୋଗିତା ପାଇଁ ସେ ବହୁତ ଉତ୍ସାହିତ ଏବଂ ସେ  ଅଭ୍ୟାସ ଜରି ରଖିଛନ୍ତି। ପୂର୍ବରୁ ଏସିଆ କପରେ ସେ ଲଗାତର ଦୁଇ ଥର ସ୍ୱର୍ଣ୍ଣ ପଦକ ପଇଥିବା ବେଳେ ଏହି ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣପଦକ ଜିତି ହ୍ୟାଟ୍ରିକ୍‌ କରିବା ଲକ୍ଷ୍ୟରେ ଅଛନ୍ତି। ଏହା ସହ ବିଶ୍ୱ ଆଥଲେଟିକ୍‌ ଚମ୍ପିୟାନସିପ୍‌ ପାଇଁ ସେ ଏହି ପ୍ରତିଯୋଗିତା ମାଧ୍ୟମରେ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story