ବାଇକ୍ ଧରି ଲୁଟେରା ଫେରାର; ସିସିଟିଭିରେ କଏଦ ହେଲା ଭିଡ଼ିଓ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବାଇକ୍‌ ଚୋରି ନିମନ୍ତେ ଯୁବକଜଣକ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ଚାରି ଆଡ଼କୁ ଅନାଇବା ସହ ଅତି ସତର୍କତାର ସହ ବାଇକ୍ ଚାବିକୁ ଖୋଲିବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରାୟ ୩ ଥର ଚେଷ୍ଟା କରିବା ପରେ ଲୁଟେରାଜଣଙ୍କ ବାଇକ୍ ଚାବି ଖୋଲିବାରେ ସଫଳ ହେଲେ। ଆଉ ତା’ ପରେ ଆଖି ପିଛୁଳାକେ ଚମ୍ପଟ ମାରିଲେ। ବାଇକ୍ ଚୋରିର ଏପରି ଲାଇଭ୍ ଭିଡ଼ିଓ ସିସିଟିଭିରେ କଏଦ ହୋଇଛି। ଏହା ଅନ୍ୟ କୌଣସି ରାଜ୍ୟରେ ନୁହେଁ ବରଂ […]

dhenkanal-1

dhenkanal-1

Tapaswini Nayak
  • Published: Tuesday, 29 September 2020
  • Updated: 29 September 2020, 11:59 AM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବାଇକ୍‌ ଚୋରି ନିମନ୍ତେ ଯୁବକଜଣକ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ଚାରି ଆଡ଼କୁ ଅନାଇବା ସହ ଅତି ସତର୍କତାର ସହ ବାଇକ୍ ଚାବିକୁ ଖୋଲିବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରାୟ ୩ ଥର ଚେଷ୍ଟା କରିବା ପରେ ଲୁଟେରାଜଣଙ୍କ ବାଇକ୍ ଚାବି ଖୋଲିବାରେ ସଫଳ ହେଲେ। ଆଉ ତା’ ପରେ ଆଖି ପିଛୁଳାକେ ଚମ୍ପଟ ମାରିଲେ।

ବାଇକ୍ ଚୋରିର ଏପରି ଲାଇଭ୍ ଭିଡ଼ିଓ ସିସିଟିଭିରେ କଏଦ ହୋଇଛି। ଏହା ଅନ୍ୟ କୌଣସି ରାଜ୍ୟରେ ନୁହେଁ ବରଂ ଖୋଦ୍‌ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଘଟିଛି ।

ଗତକାଲି ମୁଖ୍ୟ ଚିକିତ୍ସାଳୟ ପରିସରରେ ଏପରି ଘଟଣା ଘଟିଛି। ମେଡିକାଲରେ ଚାକିରି କରୁଥିବା ପଲସର ମାଲିକ ଏ ନେଇ ଢେଙ୍କାନାଳ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାର ଟେର ପାଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story