ରୋଗିଣା ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଯାଜପୁର(ଓଡ଼ିଶା ରିପୋର୍ଟର): ସ୍ତ୍ରୀର ଦେହ ଭଲ ନଥିବାରୁ  ଡାକ୍ତର ଦେଖାଇବା ପାଇଁ କଟକ ନେଇ ଯାଉଥିଲା ସ୍ୱାମୀ।  ସ୍ତ୍ରୀକୁ ଭଲ କରି ଘରକୁ ଆଣିବ ବୋଲି ମନରେ ଆଶା ବାନ୍ଧିଥିଲା। ହେଲେ ସ୍ୱାମୀର ସବୁ ଆଶା ଚୁରମାର ହୋଇଗଲା। ହେଲେ ଡାକ୍ତରଖାନା ଯିବା ବାଟରେ ଜଗି ରହିଥିଲା ମୃତ୍ୟୁ। କଟକ ଗଲାବେଳେ ଯାଜପୁର ନିକଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ଲକ୍ଷ୍ମୀନଗର ଛକ ନିକଟରେ। […]

accident

accident

Tapaswini Nayak
  • Published: Thursday, 08 September 2022
  • Updated: 08 September 2022, 10:35 AM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ସ୍ତ୍ରୀର ଦେହ ଭଲ ନଥିବାରୁ  ଡାକ୍ତର ଦେଖାଇବା ପାଇଁ କଟକ ନେଇ ଯାଉଥିଲା ସ୍ୱାମୀ।  ସ୍ତ୍ରୀକୁ ଭଲ କରି ଘରକୁ ଆଣିବ ବୋଲି ମନରେ ଆଶା ବାନ୍ଧିଥିଲା। ହେଲେ ସ୍ୱାମୀର ସବୁ ଆଶା ଚୁରମାର ହୋଇଗଲା। ହେଲେ ଡାକ୍ତରଖାନା ଯିବା ବାଟରେ ଜଗି ରହିଥିଲା ମୃତ୍ୟୁ। କଟକ ଗଲାବେଳେ ଯାଜପୁର ନିକଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ଲକ୍ଷ୍ମୀନଗର ଛକ ନିକଟରେ।

୨୦ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଟ୍ରଲର ଧକ୍କା ଦେବା ଫଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି।  ମୃତ ବ୍ୟକ୍ତି ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବସନ୍ତପୁରା ଗାଁର କାଳନ୍ଦି ସାହୁ। କାଳନ୍ଦିଙ୍କ ପତ୍ନୀଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ କାଳନ୍ଦି ନିଜ ପତ୍ନୀଙ୍କୁ  ବାଇକ୍‌ ଯୋଗେ କଟକ ନେଇ ଯାଉଥିଲେ। ଏହି ସମୟରେ ଲକ୍ଷ୍ମୀନଗର ଛକ ନିକଟରେ ଟ୍ରଲରଟି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାଳନ୍ଦିଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଟ୍ରଲର ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଘଟଣା ତଦନ୍ତ କରୁଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story