ବିଳମ୍ବ ଆମ୍ବୁଲାନ୍ସ ସେବା; ବସଷ୍ଟାଣ୍ଡ୍ ନିକଟରେ ମହିଳାଙ୍କ ସନ୍ତାନ ପ୍ରସବ

ଆନନ୍ଦପୁର: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଛି। ଆମ୍ବୁଲାନ୍ସ ଅଭାବରୁ ଆନନ୍ଦପୁର ଥାନା କୋଡପଡ଼ା ଗାଁର ସସ୍ମିତା ନାମକ ଜୈନିକ ମହିଳା ଘଷିପୁରା ବସଷ୍ଟାଣ୍ଡ ନିକଟରେ ଶିଶୁ ପୁତ୍ରକୁ ଜନ୍ମ  ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସସ୍ମିତାଙ୍କୁ ପ୍ରସବ ବେଦନା ହେବାରୁ ଘର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରି ସସ୍ମିତାଙ୍କୁ ଆନନ୍ଦପୁର  ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ କହିଥିଲେ।  କିଛି ସମୟ ଅପେକ୍ଷା କରିବା ପରେ ୧୦୨ଆମ୍ବୁଲାନ୍ସ ୨୫ କିଲୋମିଟର […]

a

a

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 09:09 AM IST

Sports

Latest News

ଆନନ୍ଦପୁର: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଛି। ଆମ୍ବୁଲାନ୍ସ ଅଭାବରୁ ଆନନ୍ଦପୁର ଥାନା କୋଡପଡ଼ା ଗାଁର ସସ୍ମିତା ନାମକ ଜୈନିକ ମହିଳା ଘଷିପୁରା ବସଷ୍ଟାଣ୍ଡ ନିକଟରେ ଶିଶୁ ପୁତ୍ରକୁ ଜନ୍ମ  ଦେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ସସ୍ମିତାଙ୍କୁ ପ୍ରସବ ବେଦନା ହେବାରୁ ଘର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରି ସସ୍ମିତାଙ୍କୁ ଆନନ୍ଦପୁର  ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ କହିଥିଲେ।  କିଛି ସମୟ ଅପେକ୍ଷା କରିବା ପରେ ୧୦୨ଆମ୍ବୁଲାନ୍ସ ୨୫ କିଲୋମିଟର ଦୂର କୋଡପଡ଼ାକୁ ଯାଇପାରିବ ନାହିଁ ବୋଲି କହିଥିଲା ଓ ୧୦୮ ଆମ୍ବୁଲାନ୍ସକୁ ରେଫର କରିଦେଇଥିଲା।

ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଘରଲୋକ ମହିଳାଙ୍କୁ ଅନ୍ୟ ଗାଡ଼ି ସହାୟତାରେ ଆନନ୍ଦପୁର  ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ।  ଡାକ୍ତରଖାନାରେ ପହଞ୍ଚିବା  ପୂର୍ବରୁ ଘସିପୁରା ବସଷ୍ଟାଣ୍ଡ ନିକଟରେ ଗାଡି ଖରାପ ହୋଇଯାଇଥିଲା। ମହିଳା ଜଣଙ୍କ ବସଷ୍ଟାଣ୍ଡ ନିକଟରେ ଶିଶୁ ପୁତ୍ରକୁ ଜନ୍ମ  ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସସ୍ମିତାଙ୍କ ସ୍ୱାମୀ ସୁରେଶ ସାହୁ କହିଛନ୍ତି,“ସସ୍ମିତାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ମୁଁ  ଗତକାଲି ରାତି ୨ଟା ୨୦ରେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲି।   ସେମାନେ  ମୋ ଫୋନକୁ ୨ଟା୪୦ ଯାଏଁ ହୋଲ୍ଡ  କରି ରଖିଥିଲେ। ରାତି ୨ଟା ୫୮ରେ ମୋ  ପାଖକୁ ଫୋନ୍  କରିଥିଲେ। ଗାଡ଼ି ୨୫ କିଲୋମିଟର ଦୂରରେ ଅଛି, ଯିବାକୁ  ଘଣ୍ଟେ ଦୁଇ ଘଣ୍ଟା  ଡେରି ହେବ ବୋଲି କହିଥିଲେ। ଏହା ସହିତ ୧୦୮ ଆମ୍ବୁଲାନ୍ସକୁ  ରେଫର କରିଛୁ ବୋଲି କହିଥିଲେ।  କିଛି ସମୟ ଅପେକ୍ଷା କରିବା  ପରେ ଏକ ଘରୋଇ ଗାଡ଼ି ଧରି ଆମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ବାହାରିଥିଲୁ। ଗାଁରୁ  କିଛି ଦୂର ଗଲା ପରେ ୧୦୮ ଆମ୍ବୁଲାନ୍ସ ଗାଡ଼ି ଆସିଥିଲା।  ରୋଗୀର ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଟ୍ରାନ୍ସଫର କରିବା ସମ୍ଭବ ହେଲାନି। ବାଟରେ ଗାଡ଼ି  ଖରାପ ହୋଇଯିବାରୁ ଡାକ୍ତରଖାନାରେ ପହଞ୍ଚି ପାରି ନ ଥିଲୁ। ଘଷିପୁରା ବସଷ୍ଟାଣ୍ଡ ନିକଟରେ  ସସ୍ମିତା ପ୍ରସବ କରିଥିଲେ।”

କୋଡ଼ପଡ଼ା ଆଶାକର୍ମୀ ବିଷ୍ଣୁପ୍ରିୟା ପଲେଇ କହିଛନ୍ତି,  “୧୦୨ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ୧୦୨ ଆମ୍ବୁଲାନ୍ସ  ଡେରି ହେବ ବୋଲି କହିବାରୁ ଆମେ ଘରୋଇ ଗାଡିରେ ସସ୍ମିତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲୁ।  ଗାଁରୁ  କିଛି ଦୂର ଗଲା ପରେ ୧୦୮ ଆମ୍ବୁଲାନ୍ସ ଆସିଥିଲା। ରୋଗୀର ଅବସ୍ଥା ଗୁରୁତର ଥିବାରୁ ଟ୍ରାନ୍ସଫର କରିବା ସମ୍ଭବ ହୋଇ ନ ଥିଲା।   ୧୦୮ ଆମ୍ବୁଲାନ୍ସକୁ ଆମେ ଫେରାଇ ଦେଇଥିଲୁ। ବାଟରେ ଗାଡ଼ି ଖରାପ ହୋଇଯିବାରୁ ଘଷିପୁରା ବସଷ୍ଟାଣ୍ଡ ନିକଟରେ ସସ୍ମିତା ପ୍ରସବ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story