ବିନା ପ୍ରମାଣପତ୍ରରେ ଡାକ୍ତରଖାନାରୁ ଯିବ ନାହିଁ ଶବ

ଭୁବନେଶ୍ୱର: ଏଣିକି ବିନା ପ୍ରମାଣପତ୍ରରେ ଡାକ୍ତରଖାନାରୁ ଶବ ନିଆଯାଇ ପାରିବ ନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କିମଶନର ତଥା ଶାସନ ସଚିବ ପ୍ରମୋଦ ମେହେର୍ଦ୍ଧାଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଡାକ୍ତରଖାନାରେ କୌଣସି ରୋଗୀଙ୍କ ମୃତ୍ୟୁ ଘଟିଲେ କିମ୍ବା ମୃତ ଅବସ୍ଥାରେ ପହଞ୍ଚିଲେ ସଂପୃକ୍ତ ହସ୍ପିଟାଲର ମେଡିକାଲ ଅଫିସର ମୃତ ରୋଗୀଙ୍କ ସମ୍ପର୍କୀୟଙ୍କୁ ଶବ କିଭଳି ନିଆଯିବ ସେ ବିଷୟରରେ ଜଣାଇବେ। ଏଥିପାଇଁ ଜିଲ୍ଲା ସ୍ତରରେ ହ୍ୱାସଅପ୍‌ ଗ୍ରୁପ୍‌ କରି ସମସ୍ତ ତଥ୍ୟ ବିନିମୟ […]

dana Manjhi

dana Manjhi

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 08:06 PM IST

Sports

Latest News

ଭୁବନେଶ୍ୱର: ଏଣିକି ବିନା ପ୍ରମାଣପତ୍ରରେ ଡାକ୍ତରଖାନାରୁ ଶବ ନିଆଯାଇ ପାରିବ ନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କିମଶନର ତଥା ଶାସନ ସଚିବ ପ୍ରମୋଦ ମେହେର୍ଦ୍ଧାଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଡାକ୍ତରଖାନାରେ କୌଣସି ରୋଗୀଙ୍କ ମୃତ୍ୟୁ ଘଟିଲେ କିମ୍ବା ମୃତ ଅବସ୍ଥାରେ ପହଞ୍ଚିଲେ ସଂପୃକ୍ତ ହସ୍ପିଟାଲର ମେଡିକାଲ ଅଫିସର ମୃତ ରୋଗୀଙ୍କ ସମ୍ପର୍କୀୟଙ୍କୁ ଶବ କିଭଳି ନିଆଯିବ ସେ ବିଷୟରରେ ଜଣାଇବେ। ଏଥିପାଇଁ ଜିଲ୍ଲା ସ୍ତରରେ ହ୍ୱାସଅପ୍‌ ଗ୍ରୁପ୍‌ କରି ସମସ୍ତ ତଥ୍ୟ ବିନିମୟ କରିବାକୁ କୁହାଯାଇଛି।

ଏହି ଗ୍ରୁପ୍‌ରେ ସିଡିଏମ୍‌ଓ, ବିଡିଓ, ତହସିଲଦାର ଓ ଏସଡିଏମ୍‌ଓ ପ୍ରମୁଖ ରହିବେ। ଏହାସହ ମୃତ ରୋଗୀଙ୍କ ସଂପର୍କୀୟଙ୍କୁ ପରିବହନ ଲାଗି ଉଦ୍ଦିଷ୍ଟ ପାଣ୍ଠି ସଂପର୍କରେ ଅବଗତ କରାଯିବା ସହ ଏ ନେଇ ସୂଚନା ପାଇଥିବା ନେଇ ସ୍ୱିକାରୋକ୍ତି ମଧ୍ୟ ରଖାଯିବ। ଯଦି ମୃତ ରୋଗୀଙ୍କ ସଂପର୍କୀୟ ନିଜ ବ୍ୟବସ୍ଥାରେ ଶବ ନେବାକୁ ଚାହିଁବେ ତାହା ହେଲେ ସମ୍ମତିପତ୍ର ମଧ୍ୟ ସେମାନଙ୍କଠାରୁ ରଖାଯିବ। ନଚେତ୍‌ ମେଡିକାଲ ଅଫିସର ସରକାରୀ ବ୍ୟବସ୍ଥାରେ ଶବ ନିଆଯିବା ବନ୍ଦୋବସ୍ତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

କଳାହାଣ୍ଡି ଦାନ ମାଝି ଶବ ବୁହା ଘଟଣା ଓ ଯାଜପୁର ରସୁଲପୁରରେ ଜଣେ ମହିଳାଙ୍କ ଶବକୁ ତାଙ୍କ ପୁଅମାନେ କାନ୍ଧରେ ନେବା ଘଟଣା ନଜରକୁ ଆସିବା ପରେ ସ୍ୱାସ୍ଥ୍ୟ ସଚିବ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story