ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ବ୍ରହ୍ମଗିରି ରେଞ୍ଜରେ ଆଜିଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିରେ ବନ ବିଭାଗ, ପକ୍ଷୀ ବିଶେଷଜ୍ଞ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ନେଇ ଚାରୋଟି ଟିମ୍‌ ସାମିଲ ହୋଇଛନ୍ତି। ଗଣନା କାର୍ଯ୍ୟରେ ପ୍ରାୟ ୨୪ ଜଣଙ୍କୁ ନିୟୋଜିତ କରାଯାଇଛି। ପୂରା ରେଞ୍ଜକୁ ୪ ଭାଗରେ ବିଭକ୍ତ କରାଯାଇ ଗଣନା କାର୍ଯ୍ୟ ଜାରି ରହିଛି। ଆହୁରି ପଢ଼ନ୍ତୁ-ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

bird...

bird...

Tapaswini Nayak
  • Published: Wednesday, 08 January 2020
  • Updated: 08 January 2020, 08:36 AM IST

Sports

Latest News

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ବ୍ରହ୍ମଗିରି ରେଞ୍ଜରେ ଆଜିଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିରେ ବନ ବିଭାଗ, ପକ୍ଷୀ ବିଶେଷଜ୍ଞ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ନେଇ ଚାରୋଟି ଟିମ୍‌ ସାମିଲ ହୋଇଛନ୍ତି। ଗଣନା କାର୍ଯ୍ୟରେ ପ୍ରାୟ ୨୪ ଜଣଙ୍କୁ ନିୟୋଜିତ କରାଯାଇଛି। ପୂରା ରେଞ୍ଜକୁ ୪ ଭାଗରେ ବିଭକ୍ତ କରାଯାଇ ଗଣନା କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ-ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos