ବାର୍ଡ ଫ୍ଲୁକୁ ନେଇ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନିଆଯିବ

ଭୁବନେଶ୍ୱର: ରାଜ୍ୟରେ ଆଉ ବାର୍ଡ ଫ୍ଲୁ ନାହିଁ। କେରଙ୍ଗ,ରାଉରକେଲା ଏବଂ ପାନପୋଷ ପରେ ଆଉ କେଉଁଠି ନୂଆ ଭୂତାଣୁ ଚିହ୍ନଟ ହୋଇନାହାନ୍ତି। ଏହି ସୂଚନା ପଶୁ  ସଂପଦ ବିଭାଗ ସଚିବ ବିଷ୍ଣୁପଦ ସେଠୀ  ଦେଇଛନ୍ତି। ସେ କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ ହଜାର୫୨୬ ସାମ୍ପଲ ସଂଗ୍ରହ କରାଯାଇଛି। କୋଲକତା ଏବଂ ଭୋପାଲ ସ୍ଥିତ ଲାବୋରେଟୋରିକୁ ପଠାଯାଇଛି। ବାର୍ଡ ଫ୍ଲୁକୁ ନେଇ ସାଧାରଣ ଲୋକେ ଭୟଭିତ ହୁଅନ୍ତୁ ନାହିଁ।ବାର୍ଡ ଫ୍ଲୁକୁ ନେଇ ମିଥ୍ୟା ପ୍ରଚାର କରୁଥିବା […]

bishnupada-sethi

bishnupada-sethi

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 07:44 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଆଉ ବାର୍ଡ ଫ୍ଲୁ ନାହିଁ। କେରଙ୍ଗ,ରାଉରକେଲା ଏବଂ ପାନପୋଷ ପରେ ଆଉ କେଉଁଠି ନୂଆ ଭୂତାଣୁ ଚିହ୍ନଟ ହୋଇନାହାନ୍ତି। ଏହି ସୂଚନା ପଶୁ  ସଂପଦ ବିଭାଗ ସଚିବ ବିଷ୍ଣୁପଦ ସେଠୀ  ଦେଇଛନ୍ତି।

ସେ କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ ହଜାର୫୨୬ ସାମ୍ପଲ ସଂଗ୍ରହ କରାଯାଇଛି। କୋଲକତା ଏବଂ ଭୋପାଲ ସ୍ଥିତ ଲାବୋରେଟୋରିକୁ ପଠାଯାଇଛି। ବାର୍ଡ ଫ୍ଲୁକୁ ନେଇ ସାଧାରଣ ଲୋକେ ଭୟଭିତ ହୁଅନ୍ତୁ ନାହିଁ।ବାର୍ଡ ଫ୍ଲୁକୁ ନେଇ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନିଆଯିବ।” ’

ଅନ୍ୟପକ୍ଷରେ ରାଉରକେଲାରେ ସିଆଇଏସଏଫ କ୍ୟାମ୍ପସରେ ଆଜି ୨୫ଟି କାଉ ମରିପଡ଼ିଥିବା  ଦେଖିବାକୁ ମିଳିଥିଲା। ପରେ କାଉ ଗୁଡ଼ିକୁ ପୋଡି ଦିଆଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos