ବାର୍ଡ ଫ୍ଲୁ ପାଇଁ ରାଉରକେଲାରେ ରେଡ୍ ଆଲର୍ଟ ଜାରି

ରାଉରକେଲା: ବାର୍ଡ ଫ୍ଲୁ ପାଇଁ ରାଉରକେଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସହରର ଇନ୍ଦିରା ଗାନ୍ଧୀ ପାର୍କ ଓ ସିଆଇଏସ୍‌ଏଫ୍ କଲୋନୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇ ପ୍ରାଣୀ ଚିକିତ୍ସା ବିଭାଗ, ମ୍ୟୁନିସିପାଲିଟି କର୍ପୋରେସନ୍ ଓ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି। ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ପକ୍ଷୀମାନଙ୍କ ରକ୍ତ ନମୁନା ପରୀକ୍ଷା କରିବା ଲାଗି ୪ଟି ଟିମ୍ ଗଠନ କରାଯାଇଛି। ସେପଟେ ଭୁବନେଶ୍ୱରରୁ […]

birdflu

birdflu

Rakesh Mallick
  • Published: Sunday, 01 January 2017
  • Updated: 01 January 2017, 10:05 AM IST

Sports

Latest News

ରାଉରକେଲା: ବାର୍ଡ ଫ୍ଲୁ ପାଇଁ ରାଉରକେଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସହରର ଇନ୍ଦିରା ଗାନ୍ଧୀ ପାର୍କ ଓ ସିଆଇଏସ୍‌ଏଫ୍ କଲୋନୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇ ପ୍ରାଣୀ ଚିକିତ୍ସା ବିଭାଗ, ମ୍ୟୁନିସିପାଲିଟି କର୍ପୋରେସନ୍ ଓ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି। ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ପକ୍ଷୀମାନଙ୍କ ରକ୍ତ ନମୁନା ପରୀକ୍ଷା କରିବା ଲାଗି ୪ଟି ଟିମ୍ ଗଠନ କରାଯାଇଛି। ସେପଟେ ଭୁବନେଶ୍ୱରରୁ ରୋଗ ନିୟନ୍ତ୍ରଣ ଯୁଗ୍ମ ସଚିବ ଓ ଜଣେ ବୈଜ୍ଞାନିକ ରାଉରକେଲାରେ ପହଞ୍ଚିଛନ୍ତି। ବାର୍ଡ ଫ୍ଲୁ ରୋକିବା ପାଇଁ ପଶୁପକ୍ଷୀ ଥିବା ଆଇଜି ପାର୍କକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ରାପିଡ୍ ରେସ୍‌ପଣ୍ଡ୍‌ ଟିମ୍‌କୁ ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ପ୍ରଶିକ୍ଷଣ ଦିଆଯିବା ସହ ସତର୍କତା ଅବଲମ୍ବନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story