କେନ୍ଦୁଝର ସହରରେ ବାର୍ଡ ଫ୍ଲୁ ଆଶଙ୍କା

କେନ୍ଦୁଝର: କେନ୍ଦୁଝର ସହରର ଦୁଇଟି ସ୍ଥାନରେ ଆଜି ସକାଳେ କାଉ ମରି ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା। ଏଣୁ ସହରରେ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସିକଙ୍କ ତତ୍ୱାବଧାନରେ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ନମୁନା ପରୀକ୍ଷା ପାଇଁ କୋଲକାତା ଓ ଭୋପାଳ ଲାବୋରୋଟାରୀକୁ ପଠାଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସିକ ଜଳଧର ମଲ୍ଲିକ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୩ରେ କେନ୍ଦୁଝର ଜିଲ୍ଲାରେ ବାର୍ଡ […]

crow

crow

Rakesh Mallick
  • Published: Sunday, 01 January 2017
  • Updated: 01 January 2017, 12:42 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ସହରର ଦୁଇଟି ସ୍ଥାନରେ ଆଜି ସକାଳେ କାଉ ମରି ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା। ଏଣୁ ସହରରେ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସିକଙ୍କ ତତ୍ୱାବଧାନରେ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ନମୁନା ପରୀକ୍ଷା ପାଇଁ କୋଲକାତା ଓ ଭୋପାଳ ଲାବୋରୋଟାରୀକୁ ପଠାଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସିକ ଜଳଧର ମଲ୍ଲିକ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୩ରେ କେନ୍ଦୁଝର ଜିଲ୍ଲାରେ ବାର୍ଡ ଫ୍ଲୁରେ ବହୁ ପକ୍ଷୀଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story