ବିନା ବିରୋଧୀରେ ପାରିତ ହେଲା ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ବିଲ୍

ଭୁବନେଶ୍ୱର: ବିଧାନସଭାରେ ଆଜି ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ ହୋଇଛି। ହେଲେ ବିରୋଧୀ ଅନୁପସ୍ଥିତି ସତ୍ତ୍ୱେ ଏହି ବିଲକୁ ଶାସକ ଦଳ ପାରିତ କରି ନେଇଛନ୍ତି। ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମ୍ୟାଣ୍ଟ ଓ ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ସରକାର ଭୁବନେଶ୍ୱର ଗୋଠପାଟଣାଠାରେ ୨୯. ୪ ଏକର ପରମିତ ଜମି ଯୋଗାଇଦେଇଛନ୍ତି। ସେଠାରେ ଇନିଷ୍ଟିଚ୍ୟୁଟ୍ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି। ବିର୍ଲା ବିଶ୍ୱବିଦ୍ୟାଳୟ ଅଧୀନରେ ମ୍ୟାନେଜମ୍ୟଣ୍ଟ ବିଦ୍ୟାଳୟ, ସ୍ଥାପତ୍ୟ ଓ ଯୋଜନା ବିଦ୍ୟାଳୟ, ସମାଜ ବିଜ୍ଞାନ […]

bidhansabha

bidhansabha

Rakesh Mallick
  • Published: Monday, 07 December 2015
  • Updated: 07 December 2015, 03:21 PM IST

ଭୁବନେଶ୍ୱର: ବିଧାନସଭାରେ ଆଜି ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ ହୋଇଛି। ହେଲେ ବିରୋଧୀ ଅନୁପସ୍ଥିତି ସତ୍ତ୍ୱେ ଏହି ବିଲକୁ ଶାସକ ଦଳ ପାରିତ କରି ନେଇଛନ୍ତି। ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମ୍ୟାଣ୍ଟ ଓ ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ସରକାର ଭୁବନେଶ୍ୱର ଗୋଠପାଟଣାଠାରେ ୨୯. ୪ ଏକର ପରମିତ ଜମି ଯୋଗାଇଦେଇଛନ୍ତି। ସେଠାରେ ଇନିଷ୍ଟିଚ୍ୟୁଟ୍ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି। ବିର୍ଲା ବିଶ୍ୱବିଦ୍ୟାଳୟ ଅଧୀନରେ ମ୍ୟାନେଜମ୍ୟଣ୍ଟ ବିଦ୍ୟାଳୟ, ସ୍ଥାପତ୍ୟ ଓ ଯୋଜନା ବିଦ୍ୟାଳୟ, ସମାଜ ବିଜ୍ଞାନ ଓ ମାନବ ବିଦ୍ୟା ବିଦ୍ୟାଳୟ, ବିଧି ବିଦ୍ୟାଳୟ, ପ୍ରକୃତି ବିଜ୍ଞାନ ବିଦ୍ୟାଳୟ, ନୌବିଜ୍ଞାନ ବିଦ୍ୟାଳୟ, ସଞ୍ଚାର ବିଦ୍ୟା ବିଦ୍ୟାଳୟ ସ୍ଥାପନ ହେବ।

ବିଲରେ ଥିବା କ୍ଲଜ ସେଭେନକୁ ବିରୋଧ କରି କଂଗ୍ରେସ କକ୍ଷତ୍ୟାଗ କରିଥିଲା। ସେହିପରି ବିଜେପି ମଧ୍ୟ ଆଲୋଚନାରେ ଭାଗ ନେଇନଥିଲା। ଏଥିରେ ଓଡ଼ିଶାର ୫୦ ପ୍ରତିଶିତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ଲାଗି ବ୍ୟବସ୍ଥା ହୋଇଛି।

ବିଶ୍ୱବିଦ୍ୟାଳୟ ନିୟନ୍ତ୍ରକ ମଣ୍ଡଳୀରେ ୧୫ଜଣ ସଭ୍ୟ ରହିବେ। ୩ ଜଣ ବିଧାୟକଙ୍କ ସହ ବୈଷୟିକ ଶିକ୍ଷା ଓ ତାଲିମ, ଉଚ୍ଚ ଶିକ୍ଷା ସଚିବ ସଦସ୍ୟ ରହିବେ। ୨ବର୍ଷରେ ଏଠାରେ ପାଠପଢା ଆରମ୍ଭ ହେବ। ପାଠ୍ୟକ୍ରମରେ ୭ଟି ବିଷୟ ରଖିବାକୁ ପ୍ରସ୍ତାବ ରହିଛି। ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସରକାର ନେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story