ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼: ୬୭ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୪ରେ ଆରମ୍ଭ ହେବ ବିଶ୍ୱପ୍ରଶିଦ୍ଧ ବରଗଡ଼ ଧନୁଯାତ୍ରା। ଗତକାଲି ସନ୍ଧ୍ୟାରେ ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ପାରମ୍ପାରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରିଥିଲା। ଘଣ୍ଟ, ଶଙ୍ଖ, ବ୍ୟାଣ୍ତବାଜା ଓ ରଙ୍ଗୀନ ଆଲୋକରେ ବରଗଡ଼ ସହର ଝଲସି ଉଠିଥିଲା। ଦେବୀଙ୍କ ଆଜ୍ଞାମାଳ ନେଇ ଶୋଭାଯାତ୍ରା ହାଟପଦାସ୍ଥିତ ସଞ୍ଚାର ପଡ଼ିଆରେ ପହଞ୍ଚିବା ପରେ ରାଜ୍ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଧନୁଯାତ୍ରା ମହୋତ୍ସବ […]

dhanu jatra

dhanu jatra

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 04:02 AM IST

Sports

Latest News

dhanu jatraବରଗଡ଼: ୬୭ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୪ରେ ଆରମ୍ଭ ହେବ ବିଶ୍ୱପ୍ରଶିଦ୍ଧ ବରଗଡ଼ ଧନୁଯାତ୍ରା। ଗତକାଲି ସନ୍ଧ୍ୟାରେ ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ପାରମ୍ପାରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରିଥିଲା। ଘଣ୍ଟ, ଶଙ୍ଖ, ବ୍ୟାଣ୍ତବାଜା ଓ ରଙ୍ଗୀନ ଆଲୋକରେ ବରଗଡ଼ ସହର ଝଲସି ଉଠିଥିଲା।dhanu jatra1

ଦେବୀଙ୍କ ଆଜ୍ଞାମାଳ ନେଇ ଶୋଭାଯାତ୍ରା ହାଟପଦାସ୍ଥିତ ସଞ୍ଚାର ପଡ଼ିଆରେ ପହଞ୍ଚିବା ପରେ ରାଜ୍ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଧନୁଯାତ୍ରା ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଶୁଭସ୍ତମ୍ଭ ସ୍ଥାପନ ପରେ ମହାରାଜ କଂସ ଚରିତ୍ରରେ ଅଭିନୟ ପାଇଁ ହୃଷିକେଶ ଭୋଇଙ୍କ ବରଣ କରାଯାଇଥିଲା। ଚଳିତବର୍ଷ ଧନୁଯାତ୍ରା ଜାନୁୟାରୀ ୧୪ରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story