ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ସଂପନ୍ନ

ଭୁବନେଶ୍ୱର: ଆଜି ବିଜୟା ଦଶମୀ। ପାପ ଉପରେ ପୁଣ୍ୟ, ଅସତ୍ୟ ଉପରେ ସତ୍ୟ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୁପ ପାଳିତ ହୋଇଛି ବିଜୟା ଦଶମୀ। ଏହି ଅବସରରେ ରାବଣପୋଡିର ପରମ୍ପରା ରହିଛି। ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି। ସହରର ସହିଦ ନଗରରେ ରାବଣ ଓ କୁମ୍ଭକର୍ଣ୍ଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯିବା ସହିତ ଆତସବାଜି ହୋଇଥିଲା। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ରାବଣ ପ୍ରତିମାରେ ଅଗ୍ନି ସଂଯୋଗ କରିଥିଲେ। […]

ravanapodi

ravanapodi

Rakesh Mallick
  • Published: Friday, 23 October 2015
  • Updated: 23 October 2015, 05:54 PM IST

Sports

Latest News

ଭୁବନେଶ୍ୱର: ଆଜି ବିଜୟା ଦଶମୀ। ପାପ ଉପରେ ପୁଣ୍ୟ, ଅସତ୍ୟ ଉପରେ ସତ୍ୟ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୁପ ପାଳିତ ହୋଇଛି ବିଜୟା ଦଶମୀ। ଏହି ଅବସରରେ ରାବଣପୋଡିର ପରମ୍ପରା ରହିଛି। ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି। ସହରର ସହିଦ ନଗରରେ ରାବଣ ଓ କୁମ୍ଭକର୍ଣ୍ଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯିବା ସହିତ ଆତସବାଜି ହୋଇଥିଲା। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ରାବଣ ପ୍ରତିମାରେ ଅଗ୍ନି ସଂଯୋଗ କରିଥିଲେ।

ସେହିପରି ନୟାପଲ୍ଲୀ ପୂଜା ମଣ୍ଡପରେ ମଧ୍ୟ ଧୁମଧାମରେ ଆୟୋଜିତ ହୋଇଛି ରାବଣ ପୋଡ଼ି।  ରାବଣ ପୋଡି ପରେ ଆରମ୍ଭ  ହୋଇଯାଇଥିଲା ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ।। ରାଜଧାନୀରେ ୩୦ରୁ ଅଧିକ ପୂଜାମଣ୍ଡପରେ ରାବଣ ପୋଡି କାର୍ଯ୍ୟକ୍ରମ ଆଜି ଅୟୋଜିତ ହୋଇଥିଲା। ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।

ରାଉରକେଲାରେ ବଡ଼ ଧୁମଧାମରେ ପାଳନ ହୋଇଛି ରାବଣ ପୋଡି ଉତ୍ସବ। ଏଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ଅତିଥି ଭାବେ ଯୋଗ ଦେଇଥିଲେ।

ଖୋର୍ଦ୍ଧାରେ ସ୍ଥାନୀୟ ବିଜେବି ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ହୋଇଛି ରାବଣ ପୋଡି ଉସବ। ଏଥିରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ। ୭୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ପ୍ରତିମା ପୋଡିବା ପରେ ଆରମ୍ଭ ହୋଇଥିଲା ଆତସବାଜି ପ୍ରଦର୍ଶନ। ବିଭିନ୍ନ ରଂଗବେରଙ୍ଗ ଆତସବାଜିରେ ଆକାଶ ରଙ୍ଗୀନ ହୋଇ ଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story