ବିଜେବି କଲେଜରୁ ଉଠିଲା ସାଇନ-ଏ- ଡାଏ

ଭୁବନେଶ୍ୱର: ବିଜେବି କଲେଜରୁ ସାଇନ-ଏ- ଡାଏ ଆଜି ଉଠାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ହଷ୍ଟେଲକୁ ଫେରିଛନ୍ତି। ୧୭ ତାରିଖରୁ କଲେଜରେ ପାଠପଢ଼ା ସ୍ୱାଭାବିକ ହେବ। ସେହିପରି ୧୯ରୁ ମିଡ୍‌ ସେମ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ କଲେଜ୍ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହୋଇଥିବା  ହିଂସାକାଣ୍ଡ  ପାଇଁ କଲେଜ୍‌ କର୍ତ୍ତୃପକ୍ଷ ମହମ୍ମଦ ନୱାଜ ହସନ୍‌ କଲେଜକୁ ସାଇନ୍-ଏ-ଡାଏ ଘୋଷଣା କରିଥିଲେ।