ଭୁବନେଶ୍ୱର: ବିଜେବି କଲେଜରେ ପୁଣି ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟରେ ଆଜି ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ମେ’ ୩ ତାରିଖରେ କ୍ୟାମ୍ପସ ଭିତରେ କିଛି ଛାତ୍ରଙ୍କ ଉପରେ ଅନ୍ୟ ଏକ ଗୋଷ୍ଠୀର ଛାତ୍ର ଓ ଅଣଛାତ୍ର ମିଶି ଆକ୍ରମଣ କରିବା ଘଟଣା ନେଇ କଲେଜରେ ଉତ୍ତେଜନା ଲାଗି ରହିଥିଲା। ଏହି ଘଟଣାକୁ ନେଇ ଆଜି ଛାତ୍ର ସଂସଦ ପକ୍ଷରୁ କଲେଜ ମୁଖ୍ୟ ଫାଟକରେ ତାଲା ପକାଯିବା ସହ ନୋଟିସ୍ ବୋର୍ଡ ଭଙ୍ଗା ଯାଇଥିଲା। ଅଭିଯୁକ୍ତ ଛାତ୍ରଙ୍କୁ  କଲେଜରୁ ବହିଷ୍କାର […]

bjb

bjb

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 10:53 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟରେ ଆଜି ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ମେ’ ୩ ତାରିଖରେ କ୍ୟାମ୍ପସ ଭିତରେ କିଛି ଛାତ୍ରଙ୍କ ଉପରେ ଅନ୍ୟ ଏକ ଗୋଷ୍ଠୀର ଛାତ୍ର ଓ ଅଣଛାତ୍ର ମିଶି ଆକ୍ରମଣ କରିବା ଘଟଣା ନେଇ କଲେଜରେ ଉତ୍ତେଜନା ଲାଗି ରହିଥିଲା। ଏହି ଘଟଣାକୁ ନେଇ ଆଜି ଛାତ୍ର ସଂସଦ ପକ୍ଷରୁ କଲେଜ ମୁଖ୍ୟ ଫାଟକରେ ତାଲା ପକାଯିବା ସହ ନୋଟିସ୍ ବୋର୍ଡ ଭଙ୍ଗା ଯାଇଥିଲା। ଅଭିଯୁକ୍ତ ଛାତ୍ରଙ୍କୁ  କଲେଜରୁ ବହିଷ୍କାର କରିବା ପାଇଁ ଛାତ୍ର ସଂସଦ ପକ୍ଷରୁ ଦାବି  କରାଯିବା ସହ ଧାରଣା ଦିଆଯାଇଥିଲା। କଲେଜ ଅଧ୍ୟକ୍ଷ ଆନ୍ଦୋଳନ ରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ  ପିଲାମାନେ ଧାରଣା ପ୍ରତ୍ୟାହାର କରିଥିଲେ।

 ଅନ୍ୟପକ୍ଷରେ ଅଭିଯୁକ୍ତ ଛାତ୍ରଙ୍କ ଅଭିଭାବକ ଓ କଲେଜ ଅଧକ୍ଷଙ୍କ ମଧ୍ୟରେ ଏହି ଘଟଣା ନେଇ ବୈଠକ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story