ବିଜେବି କଲେଜରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜେବି କଲେଜ ଅଶାନ୍ତ ହୋଇପଡ଼ିଛି। ଅପରାଧୀକ କାର୍ଯ୍ୟକଳାପରେ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ ଦାବିରେ ଆଜି ଛାତ୍ରଛାତ୍ରୀମାନେ କଳା ବିଭାଗର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଯାହାଦ୍ୱାରା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ କଲେଜରେ ପ୍ରାକ ରାଜନୈତିକ ହିଂସାକାଣ୍ଡ ଦେଖାଦେଇଥିଲା। ଏଥିରେ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରିବାକୁ ଛାତ୍ରଛାତ୍ରମାନେ କଲେଜ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ଡିସିପିଙ୍କୁ […]

bjb

bjb

Rakesh Mallick
  • Published: Monday, 19 September 2016
  • Updated: 19 September 2016, 01:00 PM IST

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜେବି କଲେଜ ଅଶାନ୍ତ ହୋଇପଡ଼ିଛି। ଅପରାଧୀକ କାର୍ଯ୍ୟକଳାପରେ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ ଦାବିରେ ଆଜି ଛାତ୍ରଛାତ୍ରୀମାନେ କଳା ବିଭାଗର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଯାହାଦ୍ୱାରା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୂର୍ବରୁ କଲେଜରେ ପ୍ରାକ ରାଜନୈତିକ ହିଂସାକାଣ୍ଡ ଦେଖାଦେଇଥିଲା। ଏଥିରେ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରିବାକୁ ଛାତ୍ରଛାତ୍ରମାନେ କଲେଜ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ଡିସିପିଙ୍କୁ ଜଣାଇଥିଲେ। ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରାଯାଇନି। ଏହାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story