ଅକ୍ଟୋବର ୨ରୁ ଜନସଂପର୍କ ପଦଯାତ୍ରା ନେଇ ବିଜେଡିର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀରୁ ବିଜେଡି ସାରା ରାଜ୍ୟରେ କରିବ ଜନସଂପର୍କ ପଦଯାତ୍ରା। ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପଦଯାତ୍ରା ପାଇଁ ଆଜି ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା। ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମତେ ଏହି କାର୍ଯ୍ୟକ୍ରମ ପାଇଁ ନିଯୁକ୍ତ ୧୨୧ ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ରହିଥିଲେ। ପଯଦାତ୍ରାର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ […]

bjd

bjd

Rakesh Mallick
  • Published: Monday, 28 September 2015
  • Updated: 28 September 2015, 07:53 AM IST

Sports

Latest News

vlcsnap-2015-09-28-13h09m37s784ଭୁବନେଶ୍ୱର: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀରୁ ବିଜେଡି ସାରା ରାଜ୍ୟରେ କରିବ ଜନସଂପର୍କ ପଦଯାତ୍ରା। ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପଦଯାତ୍ରା ପାଇଁ ଆଜି ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା। ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମତେ ଏହି କାର୍ଯ୍ୟକ୍ରମ ପାଇଁ ନିଯୁକ୍ତ ୧୨୧ ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ରହିଥିଲେ। ପଯଦାତ୍ରାର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ପ୍ରତି ପଦଯାତ୍ରାରେ ଅତିକମରେ ଦଳର ୫୦୦୦ ହଜାର ନେତା ଓ କର୍ମୀ ସାମିଲ ହେବା ଉଚିତ୍ ବୋଲି ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଏହି ପଦଯାତ୍ରା ବେଳେ ବିଜେଡି ସରକାରଙ୍କ ସଫଳତା ସହିତ କେନ୍ଦ୍ରୀୟ ଅବହେଳକୁ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚା ଯିବ ବୋଲି ଦଳୀୟ ନେତାମାନେ କହିଛନ୍ତି। ସେହିପରି ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରେ କେତୋଟି ପୂରଣ କରାଯାଇ ସାରିଲାଣି ସେ ସଂପର୍କରେ ମଧ୍ୟ ଲୋକମାନଙ୍କୁ ଅବଗତ କରାଯିବ।

ଅନ୍ୟପକ୍ଷରେ ବିଜେପି ମଧ୍ୟ ଅକ୍ଟୋବର ୨ ତାରିଖରେ ଦିନିକିଆ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ଏହି ଦିନିକିଆ ସତ୍ୟାଗ୍ରହ କରିବ। ଦଳ ଏଥିରେ କେନ୍ଦ୍ରର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବ। ବିଜେପିର ରାଜନୈତିକ ବ୍ୟାପାର କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story