ବିଭିନ୍ନ ରେଳ ପ୍ରକଳ୍ପ କାମ ଠିକ ସମୟରେ ଶେଷ କରିବାକୁ ପୂର୍ବତଟ ରେଳପଥ ଜିଏମଙ୍କୁ କହିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଜିଏମଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜ୍ୟରେ ରେଳପଥ ବିକାଶ ଉପରେ କଲେ ଆଲୋଚନା କରିଛନ୍ତି। ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଓ ଟ୍ରେନର ନୂଆ କୋଚ୍ ଲଗାଇବା ନେଇ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଯୋଗଦେଇ ଆଲୋଚନା କରିଛନ୍ତି। ଖୋର୍ଦ୍ଧାରୋଡ଼-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ହରିଦାସପୁର-ପାରାଦୀପ ପ୍ରକଳ୍ପ କାର୍ଯ୍ୟ କିଭଳି ଠିକ୍ ସମୟରେ ଶେଷ ହେବ ସେ ନେଇ ଆବଶ୍ୟକ […]

jual1

jual1

Rakesh Mallick
  • Published: Friday, 09 October 2015
  • Updated: 09 October 2015, 08:30 AM IST

Sports

Latest News

ଭୁବନେଶ୍ୱର: ପୂର୍ବତଟ ରେଳପଥ ଜିଏମଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜ୍ୟରେ ରେଳପଥ ବିକାଶ ଉପରେ କଲେ ଆଲୋଚନା କରିଛନ୍ତି। ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଓ ଟ୍ରେନର ନୂଆ କୋଚ୍ ଲଗାଇବା ନେଇ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଯୋଗଦେଇ ଆଲୋଚନା କରିଛନ୍ତି। ଖୋର୍ଦ୍ଧାରୋଡ଼-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ହରିଦାସପୁର-ପାରାଦୀପ ପ୍ରକଳ୍ପ କାର୍ଯ୍ୟ କିଭଳି ଠିକ୍ ସମୟରେ ଶେଷ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜୁଏଲ୍ ରେଳବାଇ ଅଧିକାରୀଙ୍କୁ କହିଛନ୍ତି। ସେହିଭଳି ରାଜାଧାନୀ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ ଏବଂ ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସରେ ପେଣ୍ଟ୍ରି କାର୍ ଲଗାଇବା ସହ ପୁରୁଣା କୋଚ୍ ସବୁ ବଦଳାଇ ନୂଆ କୋଚ୍ ଲଗାଇବାକୁ ଜୁଏଲ୍ ରେଳବାଇ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।ବୈଠକରେ ପୂର୍ବତଟ ରେଳବାଇ ଜେନେରାଲ୍ ମ୍ୟାନେଜର ରାଜୀବ ବିଷୋଇ, ଚିଫ୍ ଅପରେସନାଲ୍ ମ୍ୟାନେଜର ଓ ଡିଜିଏମଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story