ବିଜେଡିର ମିଶନ ୨୦୧୯: ପର୍ଯ୍ୟବେକ୍ଷକଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ବରିଷ୍ଠ ନେତା

ଭୁବନେଶ୍ୱର: ଆଗକୁ ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ। ଏଥିପାଇଁ ବିଜେଡି ଆରମ୍ଭ କରିଦେଇଛି ସମରସଜା। ଦଳର ତୃଣମୂଳ ସ୍ତରର ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଫୋକସରେ ରହିଛି ସଙ୍ଗଠନ ମଜଭୁତ୍, କେନ୍ଦ୍ର ଅବହେଳା ଓ ବିରୋଧୀଙ୍କ ଅପପ୍ରଚାରର କାଉଣ୍ଟର। ପଞ୍ଚାୟତ ନିର୍ବାଚନରେ ଝଟକା ପରେ ଦଳକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେଡି। ଦଳର ବରିଷ୍ଠ ନେତାମାନେ ପର୍ଯ୍ୟବେକ୍ଷକମାନଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ। ଫୋକସରେ ରହିଛି ମାଇକ୍ରୋ ଲେଭେଲ୍ ପଲିଟିକାଲ୍ ମ୍ୟାନେଜମେଣ୍ଟ। ଖାସ […]

bjd

bjd

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 09:02 PM IST

ଭୁବନେଶ୍ୱର: ଆଗକୁ ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ। ଏଥିପାଇଁ ବିଜେଡି ଆରମ୍ଭ କରିଦେଇଛି ସମରସଜା। ଦଳର ତୃଣମୂଳ ସ୍ତରର ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଫୋକସରେ ରହିଛି ସଙ୍ଗଠନ ମଜଭୁତ୍, କେନ୍ଦ୍ର ଅବହେଳା ଓ ବିରୋଧୀଙ୍କ ଅପପ୍ରଚାରର କାଉଣ୍ଟର।

ପଞ୍ଚାୟତ ନିର୍ବାଚନରେ ଝଟକା ପରେ ଦଳକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେଡି। ଦଳର ବରିଷ୍ଠ ନେତାମାନେ ପର୍ଯ୍ୟବେକ୍ଷକମାନଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ। ଫୋକସରେ ରହିଛି ମାଇକ୍ରୋ ଲେଭେଲ୍ ପଲିଟିକାଲ୍ ମ୍ୟାନେଜମେଣ୍ଟ। ଖାସ ସେଥିପାଇଁ ବ୍ଲକ, ପୌର ପରିଷଦର ପର୍ଯ୍ୟବେକ୍ଷକଙ୍କୁ ନେଇ ଚାଲିଛି ପ୍ରଶିକ୍ଷଣ। ଦଳର ହେବିୱେଟ୍‌ ନେତାମାନଙ୍କୁ ନିର୍ଦ୍ଦିଷ୍ଟ ଟପିକ୍ ଦିଆଯାଇଛି। ସେହି ଅନୁସାରେ ସେମାନେ ପର୍ଯ୍ୟବେକ୍ଷକଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ। କେନ୍ଦ୍ରୀୟ ଅବହେଳା, ଜାତୀୟ ରାଜନୀତିରେ ବିଜେଡିର ଭୂମିକା, ବିରୋଧୀଙ୍କ ଅପପ୍ରଚାର ଓ ତାକୁ ପ୍ରତିହତ ଯୋଜନା, ଆମ ଗାଁ ଆମ ବିକାଶ ଭଳି ବିଷୟବସ୍ତୁ ଉପରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଯାଉଛି। ସୋସିଆଲ୍ ମିଡିଆର ବ୍ୟବହାର ଓ ମୋଟିଭେସେନାଲ୍ ଟକ୍ ବି ରହିଛି। ରାଜ୍ୟ ସରକାରଙ୍କ ସଫଳ ଯୋଜନା ଗାଁ ଗାଁରେ ପହଚାଁଇବାକୁ ବି ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଯାଉଛି।

ଦୁଇଦିନ ପାଇଁ ହେଉଥିବା ଏହି ପ୍ରଶିକ୍ଷଣ ଶିବିରରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story