ମିଛ ସୌଦାଗର କିଏ? କେନ୍ଦ୍ର ସରକାରଙ୍କୁ ହିସାବ ମାଗିଲା ବିଜେଡି

ଭୁବନେଶ୍ୱର: ପ୍ରତିବର୍ଷ ଭାରତରେ ଦୁଇ କୋଟି ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ। ନିର୍ବାଚନ ସମୟରେ ବିଜେପି ଏପରି ପ୍ରତିଶ୍ରୁତି ଦେଇଥିଲା। ଏହି ହିସାବରେ ଏନ୍‌ଡିଏ ସରକାରର ୩ ବର୍ଷରେ ୬ କୋଟି ଯୁବକ ଓ ଯୁବତୀ ନିଯୁକ୍ତି ପାଇବା କଥା। ସେଥିରେ ଓଡ଼ିଶାରୁ ଅଛନ୍ତି ୩୦ ଲକ୍ଷ ଯୁବକ ଓ ଯୁବତୀ। ଏପର୍ଯ୍ୟନ୍ତ କେତେ ଯୁବକ ଓ ଯୁବତୀ ନିଯୁକ୍ତି ପାଇଛନ୍ତି ତାହାର ହିସାବ ବିଜେପି ଦେବ କି? ରାଜ୍ୟ ବିଜେଡି ଆଜି ଏପରି ପ୍ରଶ୍ନ […]

bjd

bjd

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 06:35 PM IST

Sports

Latest News

ଭୁବନେଶ୍ୱର: ପ୍ରତିବର୍ଷ ଭାରତରେ ଦୁଇ କୋଟି ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ। ନିର୍ବାଚନ ସମୟରେ ବିଜେପି ଏପରି ପ୍ରତିଶ୍ରୁତି ଦେଇଥିଲା। ଏହି ହିସାବରେ ଏନ୍‌ଡିଏ ସରକାରର ୩ ବର୍ଷରେ ୬ କୋଟି ଯୁବକ ଓ ଯୁବତୀ ନିଯୁକ୍ତି ପାଇବା କଥା। ସେଥିରେ ଓଡ଼ିଶାରୁ ଅଛନ୍ତି ୩୦ ଲକ୍ଷ ଯୁବକ ଓ ଯୁବତୀ। ଏପର୍ଯ୍ୟନ୍ତ କେତେ ଯୁବକ ଓ ଯୁବତୀ ନିଯୁକ୍ତି ପାଇଛନ୍ତି ତାହାର ହିସାବ ବିଜେପି ଦେବ କି? ରାଜ୍ୟ ବିଜେଡି ଆଜି ଏପରି ପ୍ରଶ୍ନ ବିଜେପିକୁ ପଚାରିଛି।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ପାରାଦୀପରେ ଆଇଓସିଲ ପ୍ରତିଷ୍ଠା ହେଲା। ଏହା ନିଯୁକ୍ତି ସୃଷ୍ଟି କରିବ ବୋଲି ଓଡ଼ିଶାବାସୀ ଭାବିଥିଲେ। ଆଜି ପର୍ଯ୍ୟନ୍ତ ଆଇସିଏଲ୍‌ରେ କେତେ ଜଣ ଓଡ଼ିଆ ନିଯୁକ୍ତି ପାଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ହିସାବ ଦେବେ କି?”

ସେ କହିଛନ୍ତି,“କେନ୍ଦ୍ର ସରକାର କୃଷି ଉତ୍ପାଦ ଉପରେ ୫୦ ପ୍ରତିଶତ ଏମ୍‌ଏସ୍‌ପି(ସହାୟକ ମୂଲ୍ୟ) ବୃଦ୍ଧି କରିବେ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ସହାୟକ ମୂଲ୍ୟ ବୃଦ୍ଧି କରି ନାହାନ୍ତି। ଏହା ପଛରେ କାରଣ କଣ ଜଣାପଡ଼ୁନି। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ବିଜେଡି ଦାବି କରୁଛି। ମାତ୍ର ବିଜେପି ଏହି ପ୍ରସଙ୍ଗରେ ଚୁପ୍‌ ରହୁଛି। କେନ୍ଦ୍ର ସରକାର କୋଇଲା ରୟାଲଟି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏପର୍ଯ୍ୟନ୍ତ ରିୟାଲଟି ବୃଦ୍ଧି କରାଯାଇନି। କୋଲ ବ୍ଲକ୍‌ ନିଲାମରେ ଓଡ଼ିଶା ସରକାର ବହୁ ଲାଭ ପାଇବ ବୋଲି ବହୁ କେନ୍ଦ୍ରମନ୍ତ୍ରୀ ଯୁକ୍ତି ବାଢ଼ିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ କେତେ ଟଙ୍କା ମିଳିଲା ତାହାର ହିସାବ ବିଜେପି ଦେବ କି?”

ସେ କହିଛନ୍ତି,“ଇଣ୍ଡଷ୍ଟିଆଲ୍‌ କରିଡ଼ର ଭିତ୍ତି ଭୂମିର ବ୍ୟାପକ ବିକାଶ କରାଯିବ। ଏନେଇ କେନ୍ଦ୍ର ସରକାର କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ଇଣ୍ଡଷ୍ଟିଆଲ୍‌ କରିଡ଼ରରେ ସ୍ଥାନ ନ ପାଇବାର କାରଣ କଣ? ଓଡ଼ିଶା ବେଳାଭୂମିରେ କୋଷ୍ଟାଲ ହାଇୱେ ନିର୍ମାଣ କରାଯିବ। ୨୦୧୫ ମସିହାରେ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ। ଏନେଇ କେତେ ଅଗ୍ରଗତ ହୋଇଛି ତାହା ଜଣାପଡ଼ୁନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story