ପାଟକୁରା ଫଳାଫଳ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଆସନ ପାଇଁ  ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।  ବର୍ତ୍ତମାନ ସୁଦ୍ଧା ପ୍ରଥମ ରାଉଣ୍ଡ ଭୋଟ ଗଣତି ସରିଯାଇଛି। ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ରହିଛି।। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କଠାରୁ ୨୯୨୭ ଭୋଟରେ ପଛରେ ଅଛନ୍ତି। ପ୍ରଥମ ରାଉଣ୍ଡରେ ସାବିତ୍ରୀ ଅଗ୍ରୱାଲଙ୍କୁ ୬୭୩୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୨୨୭ […]

evm-1

evm-1

Tapaswini Nayak
  • Published: Wednesday, 24 July 2019
  • Updated: 24 July 2019, 10:54 AM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଆସନ ପାଇଁ  ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।  ବର୍ତ୍ତମାନ ସୁଦ୍ଧା ପ୍ରଥମ ରାଉଣ୍ଡ ଭୋଟ ଗଣତି ସରିଯାଇଛି। ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ରହିଛି।। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କଠାରୁ ୨୯୨୭ ଭୋଟରେ ପଛରେ ଅଛନ୍ତି।

ପ୍ରଥମ ରାଉଣ୍ଡରେ ସାବିତ୍ରୀ ଅଗ୍ରୱାଲଙ୍କୁ ୬୭୩୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ୍‌ ମିଳିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୨୨୭ ଖଣ୍ଡ ଭୋଟ୍‌ ମିଳିଛି

କେନ୍ଦ୍ରାପଡ଼ା ସ୍ୱଂୟ ଶାସିତ କଲେଜରେ ଭୋଟ୍‌ ଗଣତି ଚାଲିଛି। ଭୋଟ୍  ଗଣତି ପାଇଁ ୧୮ଟି ଟେବୁଲର ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos