ବିଜେଡିର ଯୁବ ଓ ଛାତ୍ର ଜନସମ୍ପର୍କ ଅଭିଯାନ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁରରୁ ଆରମ୍ଭ ହେଲା ବିଜେଡିର ଯୁବ ଓ ଛାତ୍ର ଜନସଂପର୍କ ଅଭିଯାନ। ଛାତ୍ର ଓ ଯୁବକଙ୍କ ସହିତ ସଂପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଝରିଗାଁରେ ବିଜେଡି ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସାଂସଦ ଅନୁଭବ ମହାନ୍ତି, ବଳଭଦ୍ର ମାଝୀ, ମନ୍ତ୍ରୀ ରମେଶ ମାଝୀଙ୍କ ସମେତ ଦଳର ବହୁ ବିଧାୟକ, ଯୁବ ଓ ଛାତ୍ର ବିଜେଡିର ନେତାମାନେ ଯୋଗଦେଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ। ବିଜେଡି ନେତା ଝରିଗାଁରୁ ଆରମ୍ଭ […]

bjd-jana-sampark-pada-jatra

bjd-jana-sampark-pada-jatra

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 10:52 PM IST

Sports

Latest News

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବରଙ୍ଗପୁରରୁ ଆରମ୍ଭ ହେଲା ବିଜେଡିର ଯୁବ ଓ ଛାତ୍ର ଜନସଂପର୍କ ଅଭିଯାନ। ଛାତ୍ର ଓ ଯୁବକଙ୍କ ସହିତ ସଂପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଝରିଗାଁରେ ବିଜେଡି ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସାଂସଦ ଅନୁଭବ ମହାନ୍ତି, ବଳଭଦ୍ର ମାଝୀ, ମନ୍ତ୍ରୀ ରମେଶ ମାଝୀଙ୍କ ସମେତ ଦଳର ବହୁ ବିଧାୟକ, ଯୁବ ଓ ଛାତ୍ର ବିଜେଡିର ନେତାମାନେ ଯୋଗଦେଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ। ବିଜେଡି ନେତା ଝରିଗାଁରୁ ଆରମ୍ଭ ହୋଇଥିବା ଦଳର ଏହି ଅଭିଯାନ ଆଗାମୀ ଦିନରେ ୧୪୭ ନିର୍ବାଚନମଣ୍ଡଳୀକୁ ପରିବ୍ୟାପ୍ତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos