ସାଲେପୁରର ୨ଶହରୁ ଅଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗ ଦେଲେ

ଭୁବନେଶ୍ୱର: ସାଲେପୁର ଜିଲ୍ଲାର ୨ଶହରୁ ଅଧିକ ବିଜେଡି କର୍ମୀ ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଭବନରେ ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏମାନେ ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ସରପଞ୍ଚ, ଯୁବନେତା ଓ ମହିଳା କର୍ମୀମାନେ ଅଛନ୍ତି। ଗତ ୨୧ତାରିଖରେ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଥିବା କର୍ମୀ କଂଗ୍ରେସର ନୁହନ୍ତି ବୋଲି ସାଲେପୁର ବିଧାୟକ ବେହେରା ଏହି ଅବସରରେ କହିଛନ୍ତି। ବିଜେଡିରେ କଂଗ୍ରେସ କର୍ମୀ ସମାଲ […]

salepur

salepur

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 06:11 PM IST

Sports

Latest News

ଭୁବନେଶ୍ୱର: ସାଲେପୁର ଜିଲ୍ଲାର ୨ଶହରୁ ଅଧିକ ବିଜେଡି କର୍ମୀ ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଭବନରେ ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏମାନେ ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ସରପଞ୍ଚ, ଯୁବନେତା ଓ ମହିଳା କର୍ମୀମାନେ ଅଛନ୍ତି।

ଗତ ୨୧ତାରିଖରେ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଥିବା କର୍ମୀ କଂଗ୍ରେସର ନୁହନ୍ତି ବୋଲି ସାଲେପୁର ବିଧାୟକ ବେହେରା ଏହି ଅବସରରେ କହିଛନ୍ତି। ବିଜେଡିରେ କଂଗ୍ରେସ କର୍ମୀ ସମାଲ ହେବ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ସେମାନଙ୍କ ମଧ୍ୟରେ ଜଣେ ବି କଂଗ୍ରେସ କର୍ମୀ ନ ଥିଲେ। କଂଗ୍ରେସର ଜନ ଜାଗରଣ ଯାତ୍ରା ଭଣ୍ଡୁର କରିବା ପାଇଁ ବିଜେଡି ଏହି ଚକ୍ରାନ୍ତ କରିଥିଲା ବୋଲି ସେ କହିଛନ୍ତି। ବିଜେଡିର ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, କଂଗ୍ରେସ ଦଳ ପ୍ରଶ୍ନର ଉତ୍ତର ସାଲେପୁରବାସୀ ଦେବେ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ସାଲେପୁରରେ କଂଗ୍ରେସ ପକ୍ଷରୁ ଜାଗରଣ ଯାତ୍ରା କରାଯାଇଥିଲା। ଜନ ଜାଗରଣ ଯାତ୍ରା ଚାଲିଥିବା ବେଳେ ଅଞ୍ଚଳର କିଛି ଅସନ୍ତୁଷ୍ଟ କଂଗ୍ରେସ ନେତା ଓ କର୍ମୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ନେତା ପ୍ରତାପ ଜେନାଙ୍କ ନେତୃତ୍ୱରେ ଏହି ଅସନ୍ତୁଷ୍ଟ କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story