ବିଜେଡିକୁ ଭାଙ୍ଗିବାର ଦମ୍‌ କାହାର ନାହିଁ: ତଥାଗତ

ଭୁବନେଶ୍ୱର: ବିଜେଡିକୁ ଭାଙ୍ଗିବାର ଦମ୍‌ କାହା ପାଖରେ ନାହିଁ। ନବୀନ ପଟ୍ଟନାୟକଙ୍କ ପଛରେ ପୂରା ଦଳ ଛିଡା ହୋଇଛି ବୋଲି ସାଂସଦ ତଥାଗତ ଶତପଥୀ କହିଛନ୍ତି। ସେ କହିଛନ୍ତି,“ଦଳରେ କୌଣସି ଫାଟ ନାହିଁ। ଦଳ ପ୍ରତି ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। ଏ ଦଳ ଶକ୍ତିଶାଳୀ ହୋଇ ରହିବା ସହ ଓଡ଼ିଶାବାସୀଙ୍କ ନ୍ୟାୟ ପାଇଁ ଲଢ଼େଇ କରିବ।” ବିଜେଡି ସଂସଦୀୟ ଦଳ ଭାଙ୍ଗିବାକୁ ଉଦ୍ୟମ ହେଉଥିବା ସମ୍ପର୍କରେ ଟ୍ୱିଟ୍‌ କରି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିବା ପରେ […]

tathagata

tathagata

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 08:30 PM IST

ଭୁବନେଶ୍ୱର: ବିଜେଡିକୁ ଭାଙ୍ଗିବାର ଦମ୍‌ କାହା ପାଖରେ ନାହିଁ। ନବୀନ ପଟ୍ଟନାୟକଙ୍କ ପଛରେ ପୂରା ଦଳ ଛିଡା ହୋଇଛି ବୋଲି ସାଂସଦ ତଥାଗତ ଶତପଥୀ କହିଛନ୍ତି। ସେ କହିଛନ୍ତି,“ଦଳରେ କୌଣସି ଫାଟ ନାହିଁ। ଦଳ ପ୍ରତି ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। ଏ ଦଳ ଶକ୍ତିଶାଳୀ ହୋଇ ରହିବା ସହ ଓଡ଼ିଶାବାସୀଙ୍କ ନ୍ୟାୟ ପାଇଁ ଲଢ଼େଇ କରିବ।”

ବିଜେଡି ସଂସଦୀୟ ଦଳ ଭାଙ୍ଗିବାକୁ ଉଦ୍ୟମ ହେଉଥିବା ସମ୍ପର୍କରେ ଟ୍ୱିଟ୍‌ କରି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିବା ପରେ ଆଜି ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ତଥାଗତ।

ଆଜି ହଠାତ ତଥାଗତଙ୍କୁ ସଚିବାଳୟର ତୃତୀୟ ମହଲାରେ ଦେଖିବାକୁ ମିଳିଥିଲା। ହେଲେ ସେ ନିର୍ଦ୍ଦିଷ୍ଟ ଭାବେ କାହାକୁ ଭେଟି ଥିଲେ ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Next Story

Sports

Latest News

Trending

Photos

Videos