ସମ୍ପତ୍ତିରୁ ଭାଗ ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବିଧାୟକଙ୍କ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୈତୃକ ସମ୍ପତ୍ତି ନେଇକୁ ନୟାଗଡ ଜିଲ୍ଲା ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ତାଙ୍କ ଭଉଣୀ ଅବନ୍ତିକାଙ୍କ ମଧ୍ୟରେ ବିବାଦ ଲାଗିଛି। ଏହି ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ନିଜର ଅଧିକାର ପାଇବା ପାଇଁ ଅବନ୍ତିକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଗତକାଲି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅବନ୍ତିକା କହିଛନ୍ତି-“ଭାଇ ଅନୁଭବ ପୈତୃକ ସମ୍ପତ୍ତିକୁ ଜାଲିଆତି କରି ନିଜ ନାଁରେ କରିନେଇଛନ୍ତି। ମୋତେ ଘରେ ପ୍ରବେଶ କରିବାକୁ […]

anubhab patniks-sister-write-letter-to-cm

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 09:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୈତୃକ ସମ୍ପତ୍ତି ନେଇକୁ ନୟାଗଡ ଜିଲ୍ଲା ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ତାଙ୍କ ଭଉଣୀ ଅବନ୍ତିକାଙ୍କ ମଧ୍ୟରେ ବିବାଦ ଲାଗିଛି। ଏହି ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ନିଜର ଅଧିକାର ପାଇବା ପାଇଁ ଅବନ୍ତିକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଗତକାଲି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅବନ୍ତିକା କହିଛନ୍ତି-“ଭାଇ ଅନୁଭବ ପୈତୃକ ସମ୍ପତ୍ତିକୁ ଜାଲିଆତି କରି ନିଜ ନାଁରେ କରିନେଇଛନ୍ତି। ମୋତେ ଘରେ ପ୍ରବେଶ କରିବାକୁ ବଞ୍ଚିତ କରାଉଛନ୍ତି। ଏପରିକି ମୋ’ ବିବାହକୁ ନେଇ ପ୍ରଶ୍ନ ଉଠାଇବା ସହ ସାଧାରଣରେ ମନ୍ତବ୍ୟ ଦେଉଛନ୍ତି। ତେବେ ନିଜର ଅଧିକାର ପାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି।”

ଅବନ୍ତିକାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ଭାଇ ଅନୁଭବ ପଟ୍ଟନାୟକ। ସେ କହିଛନ୍ତି-“ପୈତୃକ ସମ୍ପତ୍ତି ଅଧିକାରରୁ ମୁଁ ମୋ’ ଭଉଣୀକୁ କେବେ ହେଲେ ବଞ୍ଚିତ କରାଯାଇ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story