ଡି-ଲିଙ୍କରେ ବିଜେଡି ବିଧାୟକ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡି-ଲିଙ୍କରେ ଆଉ ଜଣେ ବିଜେଡି ନେତା। ଏଥର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଡି-ଲିଙ୍ଗ ଚର୍ଚ୍ଚା। ବିଧାୟକ ଦେବାଶିଷ ସାମନ୍ତରାୟ ଓ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ପରେ ଧଳ ସାମନ୍ତ ବ୍ରଦର୍ସଙ୍କ ସହ ପ୍ରଣବଙ୍କ ବ୍ୟବସାୟୀକ ସଂପର୍କକୁ ନେଇ ଆସିଛି ଅଭିଯୋଗ। ୭ ତାରିଖ ଅପରାହ୍ନ ୩ ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହେବାକୁ ପ୍ରଣବଙ୍କୁ ନୋଟିସ କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି, ବଳବନ୍ତରାୟ ଟ୍ରାନ୍ସପୋର୍ଟ ଓ ମିନେରାଲ ପ୍ରାଇଭେଟ ଲିମିଟେଡର […]

bjd mla in d link

bjd mla in d link

Rakesh Mallick
  • Published: Friday, 04 May 2018
  • Updated: 04 May 2018, 10:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡି-ଲିଙ୍କରେ ଆଉ ଜଣେ ବିଜେଡି ନେତା। ଏଥର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଡି-ଲିଙ୍ଗ ଚର୍ଚ୍ଚା। ବିଧାୟକ ଦେବାଶିଷ ସାମନ୍ତରାୟ ଓ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ପରେ ଧଳ ସାମନ୍ତ ବ୍ରଦର୍ସଙ୍କ ସହ ପ୍ରଣବଙ୍କ ବ୍ୟବସାୟୀକ ସଂପର୍କକୁ ନେଇ ଆସିଛି ଅଭିଯୋଗ। ୭ ତାରିଖ ଅପରାହ୍ନ ୩ ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହେବାକୁ ପ୍ରଣବଙ୍କୁ ନୋଟିସ କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି, ବଳବନ୍ତରାୟ ଟ୍ରାନ୍ସପୋର୍ଟ ଓ ମିନେରାଲ ପ୍ରାଇଭେଟ ଲିମିଟେଡର ୨୦୦୫-୦୬ରୁ ୨୦୦୯- ୧୦ ମଧ୍ୟରେ ସମସ୍ତ ଅଡିଟ୍‌ ରିପୋର୍ଟ ଆଣି ଦାଖଲ କରିବାକୁ। ବଡ କଥା ହେଉଛି ସୁଶାନ୍ତ ଧଳ ସାମନ୍ତ ଓ ସୁଶୀଲ ଧଳ ସାମନ୍ତଙ୍କ ସହ ପ୍ରଣବଙ୍କ କମ୍ପାନୀର କ’ଣ ଆର୍ଥିକ କାରବାର ହୋଇଛି? ଧଳସାମନ୍ତଙ୍କଠାରୁ ପ୍ରଣବଙ୍କ କମ୍ପାନୀ କେତେ ପ୍ରାପ୍ୟ ପାଇଛନ୍ତି? ତାର ତଥ୍ୟ ମଧ୍ୟ ଆଣିବାକୁ କହିଛି ଇଡି। ତେବେ ପ୍ରଣବ ଏନେଇ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ପରାମର୍ଶ କରି ପ୍ରତିକ୍ରିୟା ଦେବାକୁ ପ୍ରଥମେ କହିବା ପରେ ଆଉ ଧରାଛୁଆଁ ଦେଇ ନଥିଲେ।

ପୂର୍ବରୁ ଡି-ବ୍ରଦର୍ସଙ୍କ ସହ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଂପର୍କକୁ ନେଇ ଅନେତ ତୁମ୍ବିତୋଫାନ କରିଥିଲେ ବିରୋଧୀ। କିଛି ଦିନ ତଳେ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ମଧ୍ୟ ଡି-ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ବ୍ୟାବସାୟିକ କାରବାରର ସଂପର୍କୁ ନେଇ ଚର୍ଚ୍ଚାକୁ ଆସିଥିବା ବିଜ଼େଡି ବିଧାୟକଙ୍କ ଡି-ଲିଙ୍କ ସଂପର୍କକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି। ଯାଜପୁର କୁଆଖିଆ ଛକରେ ପ୍ରଣବଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରାଯାଇଥିଲା।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ଡି-ବ୍ରଦର୍ସଙ୍କୁ ବିଜେଡି ହିଁ ପ୍ରୋତ୍ସାହିତ କରୁଥିଲା। ଏବେ ଧୀରେ ଧୀରେ ଏହା ପର୍ଦ୍ଦାଫାସ ହେଉଛି।”

ପିସିସି କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ କହିଛନ୍ତି-“ବିଜେଡି ଦୁର୍ନୀତିର ଗଦା ଉପରେ ବସିଛନ୍ତି। ଅସାମାଜିକ ଲୋକଙ୍କୁ ସାଥୀରେ ନେଇ ଅର୍ଥ ଉପାର୍ଜନରେ ବ୍ୟସ୍ତ ଅଛି। ଏହା ଏବେ ପ୍ରମାଣିତ ହୋଇଛି। ଇଡି ସମନ କରିଛି। ସେମାନଙ୍କଠାରୁ କଣ ବାହାରିବା ତାହା ଆଗକୁ ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story