ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କୁ କଳାପତାକା ପ୍ରଦର୍ଶନ

ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କୁ ପୁଣି କଳାପତାକା ପ୍ରଦର୍ଶନ କରାଯାଇଛି।ଆଜି ବାଲିପାଟଣାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରାରେ ବାହାରିଥିବା ବେଳେ କିଛି ବ୍ୟକ୍ତି ତାଙ୍କ ବିରୋଧରେ ସ୍ଲୋଗାନ ଦେଇ କଳାପତାକା ପ୍ରଦର୍ଶନ କରିଥିଲେ। କଳାପତାକା ପ୍ରଦର୍ଶନ କରିଥିବା କର୍ମୀମାନେ ଅସନ୍ତୁଷ୍ଟ ବିଜେଡି କର୍ମୀ ବୋଲି ଜଣାପଡ଼ିଛି। ତେବେ ଦଳରେ ଅସନ୍ତୁଷ୍ଟ ନାହାନ୍ତି ବୋଲି ବିଧାୟକ କହିଛନ୍ତି। ସେ କହିଛନ୍ତି,“ଯେଉଁମାନେ କଳାପତାକା ଦେଖାଯାଇଛନ୍ତି ସେମାନେ ବିଜେଡିର ନୁହନ୍ତି।” କିଛି ଦିନ ତଳେ […]

sasi

sasi

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 07:05 PM IST

Sports

Latest News

ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କୁ ପୁଣି କଳାପତାକା ପ୍ରଦର୍ଶନ କରାଯାଇଛି।ଆଜି ବାଲିପାଟଣାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରାରେ ବାହାରିଥିବା ବେଳେ କିଛି ବ୍ୟକ୍ତି ତାଙ୍କ ବିରୋଧରେ ସ୍ଲୋଗାନ ଦେଇ କଳାପତାକା ପ୍ରଦର୍ଶନ କରିଥିଲେ। କଳାପତାକା ପ୍ରଦର୍ଶନ କରିଥିବା କର୍ମୀମାନେ ଅସନ୍ତୁଷ୍ଟ ବିଜେଡି କର୍ମୀ ବୋଲି ଜଣାପଡ଼ିଛି।

ତେବେ ଦଳରେ ଅସନ୍ତୁଷ୍ଟ ନାହାନ୍ତି ବୋଲି ବିଧାୟକ କହିଛନ୍ତି। ସେ କହିଛନ୍ତି,“ଯେଉଁମାନେ କଳାପତାକା ଦେଖାଯାଇଛନ୍ତି ସେମାନେ ବିଜେଡିର ନୁହନ୍ତି।”

କିଛି ଦିନ ତଳେ ବାଲିଅନ୍ତାଠାରେ ମଧ୍ୟ ଶଶିଭୂଷଣଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos