ଅନୁଗୋଳ: ବିଜେଡିରେ ମିଶିଲେ ୫୦ରୁ ଅଧିକ କଂଗ୍ରେସ କର୍ମୀ

ଅନୁଗୋଳ: ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁଙ୍କ ଅଧ୍ୟକ୍ଷତାରେ ୫୦ରୁ ଅଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଉପସ୍ଥିତିରେ ସେମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ସରକାରଙ୍କ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ କର୍ମୀମାନେ ବିଜେଡିରେ ସାମିଲ ହୋଇଥିବା ବିଧାୟକ  ସଞ୍ଜୀବ ସାହୁ କହିଛନ୍ତି। ଅନୁଗୋଳ ଜିଲ୍ଲା ତଥା ଆଠ ମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତିକୁ ସୁଦୃଢ଼  କରିବା ପାଇଁ  ସଂଘବଦ୍ଧ ଭାବେ କାମ […]

cog

cog

Rakesh Mallick
  • Published: Monday, 11 July 2016
  • Updated: 11 July 2016, 05:16 PM IST

Sports

Latest News

ଅନୁଗୋଳ: ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁଙ୍କ ଅଧ୍ୟକ୍ଷତାରେ ୫୦ରୁ ଅଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଉପସ୍ଥିତିରେ ସେମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ସରକାରଙ୍କ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ କର୍ମୀମାନେ ବିଜେଡିରେ ସାମିଲ ହୋଇଥିବା ବିଧାୟକ  ସଞ୍ଜୀବ ସାହୁ କହିଛନ୍ତି। ଅନୁଗୋଳ ଜିଲ୍ଲା ତଥା ଆଠ ମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତିକୁ ସୁଦୃଢ଼  କରିବା ପାଇଁ  ସଂଘବଦ୍ଧ ଭାବେ କାମ କରିବେ ବୋଲି କର୍ମୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos