ସୌମ୍ୟ, ଅଚ୍ୟୁତ ଓ ପ୍ରଶାନ୍ତ ହେଲେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ  ଏବଂ ସିନେ ନିର୍ଦ୍ଦେଶକ ତଥା ବିଜେଡି ନେତା  ପ୍ରଶାନ୍ତ ନନ୍ଦଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରୋମା ନବୀନ ପଟ୍ଟନାୟକ। କିଛି ଦିନ ହେଲା ରାଜ୍ୟସଭା ପ୍ରାର୍ଥୀ ନେଇ ରେସରେ ଥିଲେ ସୌମ୍ୟ […]

RS

RS

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 05:39 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ  ଏବଂ ସିନେ ନିର୍ଦ୍ଦେଶକ ତଥା ବିଜେଡି ନେତା  ପ୍ରଶାନ୍ତ ନନ୍ଦଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରୋମା ନବୀନ ପଟ୍ଟନାୟକ। କିଛି ଦିନ ହେଲା ରାଜ୍ୟସଭା ପ୍ରାର୍ଥୀ ନେଇ ରେସରେ ଥିଲେ ସୌମ୍ୟ ପଟ୍ଟନାୟକ ।  ସେହିପରି ପ୍ରଶାନ୍ତ ନନ୍ଦଙ୍କ ନାଁ ମଧ୍ୟ ତାଲିକାରେ ଥିଲା।  ତେବେ ପ୍ରଶାନ୍ତ ନନ୍ଦ ଦଳୀୟ ସଦ୍ୟସ୍ୟ ଥିଲା ବେଳେ ସୌମ୍ୟ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତଙ୍କ ଆଜି ଦଳରେ ମିଶିବା ପରେ ନବୀନ ତାଙ୍କୁ ଏହି ପୁରସ୍କାର ଦେଇଛନ୍ତି।

ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଅଚ୍ୟୁତ ସାମନ୍ତ ଆଜି ସକାଳେ ବିଜେଡିରେ ଯୋଗ ଦେଇଥିଲେ। ଆଜି ଉଭୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ।  ବିଜେଡିରେ ଯୋଗଦେବା ପରେ ସୌମ୍ୟରଞ୍ଜନ କହିଛନ୍ତି,“ମୁଁ କୌଣସି ସର୍ତ୍ତ ରଖି ବିଜେଡିରେ ମିଶି ନାହିଁ।  ଆମ ଓଡ଼ିଶା ପାର୍ଟି ଏକ ପ୍ରକାର ବିଜେଡିରେ ବିଲୀନ ହେଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story