ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ: ନବୀନ

ଭୁବନେଶ୍ୱର: ଆଗୁଆ ନିର୍ବାଚନ ହେଲେ ବିଜେଡି ପ୍ରସ୍ତୁତ ଅଛି। ଦିଲ୍ଲୀରୁ ଫେରିବା ପରେ ଆଜି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଆଗାମୀ ନିର୍ବାଚନରେ ଦଳ ବିଜେପି କି କଂଗ୍ରେସ କ୍ୟାମ୍ପରେ ସାମିଲ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ସହ ଦଳ ସମଦୂରତା ବଜାୟ ରଖିବ ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ ଜଣାଛନ୍ତି। ଆଇଓସିଏଲ ବିବାଦ ନେଇ ଦିଲ୍ଲୀରେ ନବୀନ ଓ ଧର୍ମେନ୍ଦ୍ର ଭେଟଘାଟ ଓ ନିତିଶ […]

BJD

BJD

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 08:41 PM IST

ଭୁବନେଶ୍ୱର: ଆଗୁଆ ନିର୍ବାଚନ ହେଲେ ବିଜେଡି ପ୍ରସ୍ତୁତ ଅଛି। ଦିଲ୍ଲୀରୁ ଫେରିବା ପରେ ଆଜି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଆଗାମୀ ନିର୍ବାଚନରେ ଦଳ ବିଜେପି କି କଂଗ୍ରେସ କ୍ୟାମ୍ପରେ ସାମିଲ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ସହ ଦଳ ସମଦୂରତା ବଜାୟ ରଖିବ ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ ଜଣାଛନ୍ତି।

ଆଇଓସିଏଲ ବିବାଦ ନେଇ ଦିଲ୍ଲୀରେ ନବୀନ ଓ ଧର୍ମେନ୍ଦ୍ର ଭେଟଘାଟ ଓ ନିତିଶ କୁମାର ଏନଡିଏରେ ସାମିଲ ହେବା ପରେ ବିଜେଡି ଏନଡିଏ ଆଡକୁ ଢଳୁଥିବା ନେଇ ଚର୍ଚ୍ଚା ଚାଲିଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- “ଅମତି ଶାହାଙ୍କ ଭଳି ଚାଣକ୍ୟ ଓଡିଶାରେ ୧୨୦ ବିଧାନସଭା ଆସନ ଜିତିବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ନିଜେ ବୁଥ୍ ମଜଭୁତ ପାଇଁ ରଣନୀତି କରୁଛନ୍ତି। ଏପରିସ୍ଥିତିରେ ବିଜେଡି ସହ ମେଣ୍ଟ ହେବାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story