ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାକୁ ଜଣାଇଛନ୍ତି।  ଏଥିଯୋଗୁ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁ ଦଳ କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧ କରୁଥିବା ବେଳେ ବିଜୁ ଜନତା ଦଳ ପରି ଆଞ୍ଚଳିକ ଦଳ ଏହାକୁ ସମର୍ଥନ ଜଣାଇଛି। ବିଜୁ ଜନତା ଦଳ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ […]

prasanna

prasanna

Tapaswini Nayak
  • Published: Monday, 05 August 2019
  • Updated: 05 August 2019, 01:33 PM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାକୁ ଜଣାଇଛନ୍ତି।  ଏଥିଯୋଗୁ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁ ଦଳ କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧ କରୁଥିବା ବେଳେ ବିଜୁ ଜନତା ଦଳ ପରି ଆଞ୍ଚଳିକ ଦଳ ଏହାକୁ ସମର୍ଥନ ଜଣାଇଛି।

ବିଜୁ ଜନତା ଦଳ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ  କହିଛନ୍ତି, ୩୭୦ ଧାରା ଉଚ୍ଛେଦକୁ ବିଜୁ ଜନତା ଦଳ ସମର୍ଥନ କରୁଛି। ଆଜିର ଏହି ପଦକ୍ଷେପ ପରେ ସାରା ଦେଶ ସମାନ ହୋଇଗଲା। ଜମ୍ମୁ କାଶ୍ମୀର ଆଜି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେଲା।

ସେ ଆହୁରି କହିଛନ୍ତି ଯେ, ଆମେ ଆଞ୍ଚଳିକ ଦଳ ହୋଇଥିଲେ ବି ଦେଶ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ସେଦିନ ବେଶି ଖୁସି ହେବୁ ଯେଉଁଦିନ POK (ପାକିସ୍ତାନ ଅଧିକୃତ କାଶ୍ମୀର) ଭାରତରେ ମିଶିଯିବ।

କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ  ପ୍ରସ୍ତାବ ରଖିଥିଲେ । ଧାରା ୩୭୦ ଏକ ସାମୟିକ ବ୍ୟବସ୍ଥା ହୋଇଥିବାରୁ ଏବେ ଏହାକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।  ଏହି ଧାରା ହଟିଲେ କଶ୍ମୀରରୁ ଲଦାଖ ଅଲଗା ହେବ। ଏହାପରେ କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ରଶାସିତ ରାଜ୍ୟ ହେବେ।

ରାଜ୍ୟସଭାରେ ଗୃହମନ୍ତ୍ରୀ ଏହି ପ୍ରସ୍ତାବ ରଖିବା ପରେ ବିରୋଧୀ ଏହାର ଦୃଢ଼ ବିରୋଧ କରିଥିଲେ। ଏହାକୁ ନେଇ ଗୃହରେ ଝଡ଼ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story