ଆସନ୍ତାକାଲିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା କରିବ । ଅକ୍ଟୋବର ୨ରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଜନସମ୍ପର୍କ ଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଆଜି ଏକ ଏକ ସାମ୍ବାଦିକ ସମ୍ମିଳନୀ  ବିଜେଡିର ଉପସଭାପତି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ପ୍ରସନ୍ନ କହିଥିଲେ,“ଦଳ ଏହି ପଦଯାତ୍ରାରେ କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗକୁ କରିବ। ଏହା ସହ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଦାବି ଉଠାଇବ। […]

bjd..

bjd..

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 05:31 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା କରିବ । ଅକ୍ଟୋବର ୨ରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଜନସମ୍ପର୍କ ଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଆଜି ଏକ ଏକ ସାମ୍ବାଦିକ ସମ୍ମିଳନୀ  ବିଜେଡିର ଉପସଭାପତି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ପ୍ରସନ୍ନ କହିଥିଲେ,“ଦଳ ଏହି ପଦଯାତ୍ରାରେ କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗକୁ କରିବ। ଏହା ସହ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଦାବି ଉଠାଇବ। କେନ୍ଦ୍ରୀୟ ଅନୁଦାନ ହ୍ରାସ ନେଇ ଲୋକଙ୍କୁ ଜଣାଇବ।”

ସେ ଆହୁରି କହିଥିଲେ,“ବିଜେଡିର ଏହି ପଦଯାତ୍ରା  ଭୁବନେଶ୍ୱରର ମହିଷାଖାଲ ବସ୍ତିର ବେହେରାସାହିରୁ ଆରମ୍ଭ ହେବ। ବିଜେଡିର ଏହି ଜନସମ୍ପର୍କ ଯାତ୍ରାକୁ  ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ। ପଦଯାତ୍ରା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।”

ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବା ନେଇ ପ୍ରସନ୍ନ କହିଥିଲେ,“ଦଳ ଏବେ ଅଡ଼ୁଆ ଓ ଝିନଝଟ୍‌ ମୁକ୍ତ ହେବ। ଅଭ୍ୟାସଗତ ବିଶୃଙ୍ଖଳାକାରୀଙ୍କଠାରୁ ଦଳ ମୁକ୍ତ ହେବ। ବିଜେପୁରର ବିଜେଡିର ବିଜୟ ହେବ।”

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟ ଦୁଇ ନେତା  ଦେବୀ  ପ୍ରସାଦ ମିଶ୍ର ଓ ପ୍ରଶାନ୍ତ ନନ୍ଦ ଉପସ୍ଥିତ ଥିଲେ।

ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମକୁ କଡା ସାମଲୋଚନା କରିଛି ବିଜେପି। ପିସି କାରବାର, କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ଗାଁକୁ ଯିବା ପାଇଁ ବିଜେଡିର ସତ ସାହାସ ନାହିଁ ବୋଲି ଦଳ କହିଛି। ସେହିପରି କଂଗ୍ରେସ କହିଛି, ଏହା କେବଳ ପ୍ରଚାର ସର୍ବସ୍ୱ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story