ଆସନ୍ତାକାଲିଠୁ ବିଜେଡିର ମହାନଦୀ ମହାସଂଗ୍ରାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ମହାସଂଗ୍ରାମ ପାଇଁ ସଜବାଜ ହେଉଛି ବିଜେଡି। ଆସନ୍ତାକାଲିଠୁ ଆରମ୍ଭ ହେବ ମହାନଦୀ ଅଭିଯାନ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାରେ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ ସାମିଲ ହେବେ। ଝାରସୁଗୁଡ଼ାରୁ ଯାତ୍ରା ବାହାରି ବରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଦେଇ ମହାନଦୀ କୂଳେ କୂଳେ ୧୫ଟି ଜିଲ୍ଲା ଦେଇ ପାରାଦ୍ୱୀପରେ ସରିବ ଯାତ୍ରା। ସାଧାରଣ ସଭା ସହ ଲୋକଙ୍କୁ ସଚେତନ କିରବେ ନେତା ଓ କର୍ମୀ।  

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 05:43 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story