ବୈଜୟନ୍ତ ମାଗିଲେ ଲିଖିତ ଅଭିଯୋଗ, ପ୍ରମିଳା କହିଲେ- ଦେଇ ହେବନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଜିଲ୍ଲାର ବିଜେଡି କର୍ମକର୍ତ୍ତା ଆଣିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଆଜି କିମ୍ୱା ଆସନ୍ତାକାଲି ପ୍ରଦାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଘଟଣାର ତଦନ୍ତ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,“ଆଜି ମୁଁ ବୈଜୟନ୍ତଙ୍କ ସହ ଫୋନ୍‌ରେ ଆଲୋଚନା କରିଛି। ହାତରେ ସମୟ କମ୍‌ ଥିବାରୁ ଅଭିଯୋଗ ଲିଖିତ ଭାବେ ଦେଇ ପାରିବି ନାହିଁ। କର୍ମୀ ଓ ନେତାଙ୍କ ମଧ୍ୟରେ ଯାହା କିଛି ଦ୍ୱନ୍ଦ୍ୱ […]

c5 copy

c5 copy

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 05:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଜିଲ୍ଲାର ବିଜେଡି କର୍ମକର୍ତ୍ତା ଆଣିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଆଜି କିମ୍ୱା ଆସନ୍ତାକାଲି ପ୍ରଦାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଘଟଣାର ତଦନ୍ତ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି,“ଆଜି ମୁଁ ବୈଜୟନ୍ତଙ୍କ ସହ ଫୋନ୍‌ରେ ଆଲୋଚନା କରିଛି। ହାତରେ ସମୟ କମ୍‌ ଥିବାରୁ ଅଭିଯୋଗ ଲିଖିତ ଭାବେ ଦେଇ ପାରିବି ନାହିଁ। କର୍ମୀ ଓ ନେତାଙ୍କ ମଧ୍ୟରେ ଯାହା କିଛି ଦ୍ୱନ୍ଦ୍ୱ ରହିଛି, ସେ କଥାର ସମାଧାନ ଦଳ ସଭାପତି କରିବେ। ଘର କଥା ପଦାରେ ପଡ଼ିବା ଉଚିତ ନୁହେଁ। ତାଙ୍କର ଯଦି କିଛି କହିବାର ଅଛି ସଭାପତିଙ୍କୁ ଭେଟି କହିବା ଉଚିତ। ଫେସବୁକ ଓ ଟ୍ୱିଟରରେ ଏମିତି ମନ୍ତବ୍ୟ ଦେବା ଉଚିତ ନୁହେଁ।”

ଅନ୍ୟପକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍‌ କରି ପ୍ରମିଳାଙ୍କ ସହ ତାଙ୍କର ଆଲୋଚନା ହୋଇଥିବା କହିଛନ୍ତି। ସେ କହିଛନ୍ତି,“କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରମିଳା ମଲ୍ଲିକଙ୍କ ସହ ମୁଁ ପୁଣି ଥରେ ଫୋନ୍‌ରେ ଆଲୋଚନା କରିଛି। ସାଂସଦ ଅନୁଦାନ ପାଣ୍ଠିକୁ ନେଇ ଦଳୀୟ କର୍ମକର୍ତ୍ତା ଓ ବିଧାୟକମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ସମ୍ପର୍କରେ ପ୍ରମିଳା ମୋତେ ଜଣାଇଥିଲେ। ଏନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ମୁଁ ଦୁଇ ଦୁଇ ଥର ବ୍ୟକ୍ତିଗତ  ଭାବେ ଆଲୋଚନା କରିଛି। କୌଣସି ପରିସ୍ଥିତିରେ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ନୈତିକତା ସହ ସାଲିସ୍ ନକରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହ ମୋ ବିରୋଧରେ ଥିବା ତଥାକଥିତ ଅଭିଯୋଗକୁ ଲିଖିତ ଆକାରରେ ଦେଲେ ତାର ଉତ୍ତର ଦେବି ବୋଲି ମୁଁ ପ୍ରମିଳାଙ୍କୁ କହିଛି।”

କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ କହିଛନ୍ତି-“ମୁଁ ରିପୋର୍ଟ ଦଳର ସଭାପତିଙ୍କୁ ଦେଇଛି। ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଏବେ ଦଳୀୟ କନ୍ଦଳର ତଦନ୍ତ କରୁଛନ୍ତି। ତେଣୁ ତଦନ୍ତରେ ସହଯୋଗ କରିବାକୁ ସାଂସଦଙ୍କୁ ଅନୁରୋଧ କରୁଛି। ଯାହା କହିବାର ଅଛି ପାର୍ଟି ଫୋରମରେ ସଭାପତିଙ୍କୁ ଜଣାନ୍ତୁ। ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ରାଜନୀତି ଛାଡ଼ନ୍ତୁ।”

ଧ୍ରୁବ ସାହୁଙ୍କ ପ୍ରତିକ୍ରିୟା ଉପରେ ମତ ରଖିଛନ୍ତି ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ। ସେ କହିଛନ୍ତି-“ଅସହଯୋଗର ପ୍ରଶ୍ନ ଉଠୁନି। ତଦନ୍ତ ନେଇ କେନ୍ଦ୍ରାପଡ଼ା ସାଂସଦ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କ ସହ କଥା ହୋଇ ସାରିଛନ୍ତି।  ତମାମ ଅଭିଯୋଗ ଲିଖିତ ଆକାରରେ ଜଣାଇବାକୁ କହିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story