ଭିତରକନିକା ଅଭୟାରଣ୍ୟରେ ପକ୍ଷୀ ସଂଖ୍ୟା କମିଛି

କେନ୍ଦ୍ରାପଡ଼ା: ଭିତରକନିକା ଅଭୟାରଣ୍ୟରେ  ପକ୍ଷୀ ସଂଖ୍ୟା କମିଛି। ଚଳିତବର୍ଷ ଏଠାକୁ ୧୦୯ ପ୍ରଜାତିର ୭୬ ହଜାର ୨୬୮ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ପ୍ରାୟ ୩୦ ହଜାର କମ୍‌ ପକ୍ଷୀ ଆସିଛନ୍ତି। ତେବେ ପ୍ରଜାତିଙ୍କ ସଂଖ୍ୟା ବଢ଼ିଛି। ଗତବର୍ଷ ୮୭ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୦୯ ପ୍ରଜାତିର ପକ୍ଷୀ ଆସିଛନ୍ତି। ଏଥର ୧୬ଟି ଟିମ୍‌ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

bird

bird

Rakesh Mallick
  • Published: Saturday, 14 January 2017
  • Updated: 14 January 2017, 08:05 PM IST

କେନ୍ଦ୍ରାପଡ଼ା: ଭିତରକନିକା ଅଭୟାରଣ୍ୟରେ  ପକ୍ଷୀ ସଂଖ୍ୟା କମିଛି। ଚଳିତବର୍ଷ ଏଠାକୁ ୧୦୯ ପ୍ରଜାତିର ୭୬ ହଜାର ୨୬୮ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ପ୍ରାୟ ୩୦ ହଜାର କମ୍‌ ପକ୍ଷୀ ଆସିଛନ୍ତି। ତେବେ ପ୍ରଜାତିଙ୍କ ସଂଖ୍ୟା ବଢ଼ିଛି। ଗତବର୍ଷ ୮୭ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୦୯ ପ୍ରଜାତିର ପକ୍ଷୀ ଆସିଛନ୍ତି। ଏଥର ୧୬ଟି ଟିମ୍‌ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos