ରାଜ୍ୟପାଳଙ୍କ ବିରୋଧରେ ବି ଅଭିଯୋଗ ଆଣିଲା ବିଜେପି: କହିଲା, କରୁଛନ୍ତି ନିର୍ବାଚନ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିବାଦରେ ଓଡ଼ିଶାର ରାଜ୍ୟପାଳ ଏସ୍. ସି. ଜମିର। ଆଗକୁ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଥିବା ବେଳେ ଜମିର ଏଥିପାଇଁ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି।  ନାଗାଲାଣ୍ଡ ବିଜେପି ପକ୍ଷରୁ ଏନେଇ ନାଗାଲାଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ  ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ଜମିର ଗତ ୯ ତାରିଖରୁ ଆସନ୍ତା ୧୮ ପର୍ଯ୍ୟନ୍ତ ନାଗାଲାଣ୍ଡ ଗସ୍ତରେ ଅଛନ୍ତି। ଏବେ ସେ ମକକ୍‌ଚୁଙ୍ଗରେ ଅଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସାମ୍ବିଧାନିକ ପଦରେ ଥାଇ ଜମିର ନିରପେକ୍ଷତା ଅବଲମ୍ବନ […]

governor sc jamir

governor sc jamir

Rakesh Mallick
  • Published: Friday, 16 February 2018
  • Updated: 16 February 2018, 10:16 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିବାଦରେ ଓଡ଼ିଶାର ରାଜ୍ୟପାଳ ଏସ୍. ସି. ଜମିର। ଆଗକୁ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଥିବା ବେଳେ ଜମିର ଏଥିପାଇଁ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି।  ନାଗାଲାଣ୍ଡ ବିଜେପି ପକ୍ଷରୁ ଏନେଇ ନାଗାଲାଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ  ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ଜମିର ଗତ ୯ ତାରିଖରୁ ଆସନ୍ତା ୧୮ ପର୍ଯ୍ୟନ୍ତ ନାଗାଲାଣ୍ଡ ଗସ୍ତରେ ଅଛନ୍ତି। ଏବେ ସେ ମକକ୍‌ଚୁଙ୍ଗରେ ଅଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି।

ସାମ୍ବିଧାନିକ ପଦରେ ଥାଇ ଜମିର ନିରପେକ୍ଷତା ଅବଲମ୍ବନ କରିବା ପରିବର୍ତ୍ତେ  କଂଗ୍ରେସ ଓ NPF ମେଣ୍ଟ ସପକ୍ଷରେ ପ୍ରଚାର କରୁଥିବା ନାଗାଲାଣ୍ଡ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।  ଜମିର କେଉଁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ସେ ନେଇ ଅଭିଯୋଗରେ କିଛି ଉଲ୍ଲେଖ କରାଯାଇନଥିବା ବେଳେ ତାଙ୍କ ପୁଅ NPF ପକ୍ଷରୁ ମକକ୍‌ଚୁଙ୍ଗ ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି।  ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।  ତେବେ ବିଜେପିର ଅଭିଯୋଗ ନେଇ ରାଜ୍ୟପାଳ ଏସ୍‌ସି ଜମିରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story