ଅମିତ ଶାହାଙ୍କ କଟାକ୍ଷ: ପଞ୍ଚାୟତ ନିର୍ବାଚନ ପରେ ନବୀନଙ୍କ ନିଦ ଉଡିଯାଇଛି

ଭୁବନେଶ୍ୱର/ଯାଜପୁର: ବ୍ରହ୍ମପୁରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଯାଜପୁରରେ ନାଁ ନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟଙ୍କୁ ସମାଲୋଚନା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। କହିଲେ ପଞ୍ଚାୟତ ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ନିଦ ଉଡିଯାଇଛି। ରାତିରେ ଆଉ ନିଦ ହେଉନି। ରେଲୱେରେ ୧୪,୦୦୦ କୋଟି ଓ ଜଳସେଚନ ପାଇଁ ୨୦୦୦ କୋଟି ଦିଆଯାଇଛି। ଏହା ସତ୍ତ୍ୱେ ବିଭିନ୍ନ ବାହାନ କରୁଛନ୍ତି ରାଜ୍ୟ ସରକାର ବୋଲି ଶାହା କହିଛନ୍ତି। ବିରଜା କ୍ଷେତ୍ରରେ ବିଜେପି ମୁଖିଆ। ସେ […]

amit shah in jajpur

amit shah in jajpur

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 09:23 PM IST

ଭୁବନେଶ୍ୱର/ଯାଜପୁର: ବ୍ରହ୍ମପୁରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଯାଜପୁରରେ ନାଁ ନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟଙ୍କୁ ସମାଲୋଚନା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। କହିଲେ ପଞ୍ଚାୟତ ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ନିଦ ଉଡିଯାଇଛି। ରାତିରେ ଆଉ ନିଦ ହେଉନି। ରେଲୱେରେ ୧୪,୦୦୦ କୋଟି ଓ ଜଳସେଚନ ପାଇଁ ୨୦୦୦ କୋଟି ଦିଆଯାଇଛି। ଏହା ସତ୍ତ୍ୱେ ବିଭିନ୍ନ ବାହାନ କରୁଛନ୍ତି ରାଜ୍ୟ ସରକାର ବୋଲି ଶାହା କହିଛନ୍ତି।

ବିରଜା କ୍ଷେତ୍ରରେ ବିଜେପି ମୁଖିଆ। ସେ ପ୍ରଥମେ ମା’ ବିରଜାଙ୍କ ମନ୍ଦିରକୁ ଯାଇ ପୂଜାପାଠ କରି ମାନସିକ କରିଥିଲେ। ତା’ପରେ ସେ ଅରେଇ ଗାଁକୁ ଯାଇଥିଲେ। ସେଠାରେ ଆୟୋଜିତ ସଭାରେ ବୁଥ୍ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିଲେ ବିଜୟର ମନ୍ତ୍ର। ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଗଢିବ ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ଶାହା। ପରେ ସେ ସେହି ଗାଁର କାଳିନ୍ଦୀ ମଲ୍ଲିକଙ୍କ ଘରେ ଭୋଜନ କରିଥିଲେ।

ଧର୍ମନ୍ଦ୍ର ପ୍ରଧାନ କହିଛନ୍ତି-“ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାର ଗାଁକୁ ଗାଁ ଓ ଘରକୁ ଘର ଯାଇ ଦଳକୁ ସୁଦୃଢ଼ କରୁଛନ୍ତି। ମୋର ପୁରା ବିଶ୍ୱାସ ୩୬,୦୦ ବୁଥ୍‌ ଦଳ ମଜବୁତ୍‌ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story