ବିଜେପି ଟାର୍ଗେଟରେ ସ୍ୱାସ୍ଥ୍ୟ ବିଭାଗ: ନବୀନଙ୍କୁ ପଚାରିଲା ୧୦ ପ୍ରଶ୍ନ

ଭୁବନେଶ୍ୱର: ବିଜେଡି ସରକାରର ୩ ବର୍ଷ ପୂର୍ତ୍ତି ନେଇ ଆଜିଠାରୁ ସରକାର ବିଭାଗୱାରୀ ନିଜ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ବିଭାଗର ସଫଳତା ଓ ଯୋଜନା ସମ୍ପର୍କରେ ଲୋକଙ୍କୁ କହିବା ପୂର୍ବେରୁ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ସ୍ୱାସ୍ଥ୍ୟ ବିଭାଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୦ଟି ପ୍ରଶ୍ନ କରିଛି ଦଳ। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କୁ ପଚାରିଛନ୍ତି ଏହି। ହରିଚନ୍ଦନ […]

pruthiraj

pruthiraj

Rakesh Mallick
  • Published: Monday, 22 May 2017
  • Updated: 22 May 2017, 05:36 PM IST

Sports

Latest News

ଭୁବନେଶ୍ୱର: ବିଜେଡି ସରକାରର ୩ ବର୍ଷ ପୂର୍ତ୍ତି ନେଇ ଆଜିଠାରୁ ସରକାର ବିଭାଗୱାରୀ ନିଜ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ବିଭାଗର ସଫଳତା ଓ ଯୋଜନା ସମ୍ପର୍କରେ ଲୋକଙ୍କୁ କହିବା ପୂର୍ବେରୁ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ସ୍ୱାସ୍ଥ୍ୟ ବିଭାଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୦ଟି ପ୍ରଶ୍ନ କରିଛି ଦଳ। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କୁ ପଚାରିଛନ୍ତି ଏହି।

ହରିଚନ୍ଦନ ପଚାରିଛନ୍ତି ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ନେଇ ନବୀନ ବାବୁ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା? ଏଥିସହ କ୍ୟାପିଟାଲ ହସ୍ପିଟାଲରେ ପିଜି ସିଟ୍, ସ୍ୱାସ୍ଥ୍ୟ ବୀମା ସାର୍ବଜନୀନ ହେବା ଓ ଡାକ୍ତରଙ୍କ ପ୍ରେସକ୍ରିପସନ ଅଡିଟ ଆଦି ପ୍ରତିଶ୍ରୁତି କେବେ ପୂରଣ ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos