ବିଜେପିର ବୁଥ୍‌ ଦଖଲ ଫର୍ମୁଲା; ଶାହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର: ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଅଣ୍ଟା ଭିଡିଛି ବିଜେପି। ଶାହଙ୍କ ଗସ୍ତପୂର୍ବରୁ ୨୦,୦୦୦ କାର୍ଯ୍ୟକର୍ତ୍ତା ୩୬,୦୦୦ ବୁଥ୍‌କୁ ଯିବେ। ଏଥିପାଇଁ ଦଳର ସମସ୍ତ ଜିଲ୍ଲା ସଭାପତି, ପ୍ରଭାରୀ ଓ ରାଜ୍ୟ ପଦାଧିକାରୀ ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ। ୧୫ ଦିନ ଭିତରେ ୩୬ ହଜାର ବୁଥ୍‌କୁ ଯିବେ ୨୦ ହଜାର କାର୍ଯ୍ୟକର୍ତ୍ତା। କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଗ୍ରାମାଞ୍ଚଳରେ କିଭଳି କାର୍ଯ୍ୟକାରୀ ହେଉଛି ଏବଂ କେଉଁଠି ଅସୁବିଧା ରହୁଛି ତାର […]

bjp-president-amit-shah

bjp-president-amit-shah

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 08:42 PM IST

Sports

Latest News

ଭୁବନେଶ୍ୱର: ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଅଣ୍ଟା ଭିଡିଛି ବିଜେପି। ଶାହଙ୍କ ଗସ୍ତପୂର୍ବରୁ ୨୦,୦୦୦ କାର୍ଯ୍ୟକର୍ତ୍ତା ୩୬,୦୦୦ ବୁଥ୍‌କୁ ଯିବେ। ଏଥିପାଇଁ ଦଳର ସମସ୍ତ ଜିଲ୍ଲା ସଭାପତି, ପ୍ରଭାରୀ ଓ ରାଜ୍ୟ ପଦାଧିକାରୀ ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ।

୧୫ ଦିନ ଭିତରେ ୩୬ ହଜାର ବୁଥ୍‌କୁ ଯିବେ ୨୦ ହଜାର କାର୍ଯ୍ୟକର୍ତ୍ତା। କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଗ୍ରାମାଞ୍ଚଳରେ କିଭଳି କାର୍ଯ୍ୟକାରୀ ହେଉଛି ଏବଂ କେଉଁଠି ଅସୁବିଧା ରହୁଛି ତାର ତଦାରଖ କରିବେ। ଅନ୍ୟପକ୍ଷରେ ଓଡ଼ିଶା ଗସ୍ତରେ ଆସୁଥିବା ଅମିତ୍ ଶାହ ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବୁଥ୍‌ ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହିତ ସଂଗଠନ ମଜଭୁତ୍ ପାଇଁ କର୍ମୀଙ୍କୁ ମନ୍ତ୍ର ଦେବେ। ଏଥିସହ ଭୁବନେଶ୍ୱରରେ କୋର୍ ଟିମ୍‌ ସଦସ୍ୟଙ୍କୁ ଭେଟିବେ।

ବିଜେପି ମୁହାଁ ଅନ୍ୟ ଦଳର ନେତାଙ୍କ ସଂପର୍କରେ ନିଜ ମନ୍ତବ୍ୟ ଦୋହରାଇ ବିଜେଡିକୁ ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ସେ କହିଛନ୍ତି,“ଅନେକ ନେତା ସଂପର୍କରେ ଅଛନ୍ତି। ଖୁବ୍‌ଶୀଘ୍ର ସେମାନେ ଦଳରେ ସାମିଲ ହେବେ। ୯୫, ୯୬ରେ ବିଜୁବାବୁଙ୍କ ସମୟରେ ଜନତା ଦଳର ଯାହା ଅବସ୍ଥା ହୋଇଥିଲା ଏବେ ବିଜେଡିର ସେହି ଅବସ୍ଥା।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ବର୍ତ୍ତମାନ ବିଜେପିର ଯେଉଁ ଅବସ୍ଥା ଅଛି ବିଜେଡିରେ ସେମିତି ନାହିଁ। ସେ ପ୍ରଥମେ ତାଙ୍କ ଦଳକୁ ସଜାଡ଼ନ୍ତୁ। ବିଜେଡି ସମ୍ପର୍କରେ ମତାମତ ଦେବା ଠିକ୍‌ ହେଉନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story