ସୁନ୍ଦରଗଡ଼, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାପରିଷଦ ପଦ ପାଇଁ ଟଣାଓଟରା ଜାରି

ଭୁବନେଶ୍ୱର: ସୁନ୍ଦରଗଡ଼, ରାୟଗଡ଼ା ଓ ନବରଙ୍ଗପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କାହା ପାଖକୁ ଯିବ ତାକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି। ଏହି ୩ ଜିଲ୍ଲାରେ ଶଙ୍ଖ ଶୁଭିବ ନା ପଦ୍ମ ଫୁଟିବ, ଅଥବା ହାତ କମାଲ ଦେଖାଇବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅନ୍ୟପକ୍ଷରେ ୩ ପ୍ରମୁଖ ଦଳ ଜିଲ୍ଲା ଦଖଲ ପାଇଁ କସରତ ଆରମ୍ଭ କରିଦେଇଛନ୍ତି। ସୁନ୍ଦରଗଡ଼ରେ ବିଜେଡି ୧୪, ବିଜେପି ୧୩, କଂଗ୍ରେସ ୫ ଓ ଅନ୍ୟାନ୍ୟକୁ ୩ଟି […]

3 political party

3 political party

Rakesh Mallick
  • Published: Friday, 10 March 2017
  • Updated: 10 March 2017, 09:30 PM IST

Sports

Latest News

ଭୁବନେଶ୍ୱର: ସୁନ୍ଦରଗଡ଼, ରାୟଗଡ଼ା ଓ ନବରଙ୍ଗପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କାହା ପାଖକୁ ଯିବ ତାକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି। ଏହି ୩ ଜିଲ୍ଲାରେ ଶଙ୍ଖ ଶୁଭିବ ନା ପଦ୍ମ ଫୁଟିବ, ଅଥବା ହାତ କମାଲ ଦେଖାଇବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅନ୍ୟପକ୍ଷରେ ୩ ପ୍ରମୁଖ ଦଳ ଜିଲ୍ଲା ଦଖଲ ପାଇଁ କସରତ ଆରମ୍ଭ କରିଦେଇଛନ୍ତି।

ସୁନ୍ଦରଗଡ଼ରେ ବିଜେଡି ୧୪, ବିଜେପି ୧୩, କଂଗ୍ରେସ ୫ ଓ ଅନ୍ୟାନ୍ୟକୁ ୩ଟି ଜିଲ୍ଲାପରିଷଦ ଆସନ ମିଳିଛି। ଏଠାରେ କେହି ଏକକ ସଂଖ୍ୟା ଗରିଷ୍ଠ ପାଇନଥିବାରୁ ବିନା ମେଣ୍ଟରେ ଜିଲ୍ଲା ପରିଷଦ ଗଠନ ସମ୍ଭବ ନୁହେଁ। ନବରଙ୍ଗପୁରରେ ବିଜେଡି ୧୧, କଂଗ୍ରେସ ୮ ଓ ବିଜେପି ୭ଟି ଜୋନ ଜିତିଛନ୍ତି। ଏଠିବି ମଧ୍ୟ ଚିତ୍ର ଅସ୍ପଷ୍ଟ। ସେହିପରି ରାୟଗଡ଼ାରେ କଂଗ୍ରେସ ୧୧, ବିଜେଡି ୭ ଓ ବିଜେପି ୪ଟି ଜୋନରେ ଜିତିଛନ୍ତି। କଂଗ୍ରେସକୁ ଜିଲ୍ଲା ପରିଷଦ ଗଠନ ପାଇଁ ଜଣେ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଯଦି କେହି ଦଳ ବଦଳ କରନ୍ତି ତେବେ ଦଳ ଅଦଳ ବଦଳ ଆଇନ୍‌ ଲାଗୁ ହେବ। ଏପରିସ୍ଥିତିରେ ଏଠାରୁ ବିଜେପି କିମ୍ୱା ବିଜେଡିରୁ କେହି ଯଦି କଂଗ୍ରେସକୁ ସମର୍ଥନ କରନ୍ତି ତାହାହେଲେ ତାଙ୍କ ବିରୋଧରେ ଦଳ ଅଦଳବଦଳ ଆଇନ୍‌ ଲାଗୁ ହୋଇପାରେ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଦେଇଥିବା ମନ୍ତବ୍ୟକୁ ନେଇ ନୂଆ ସମୀକରଣର ସଙ୍କେତ ମିଳୁଛି। ଜିଲ୍ଲା ସ୍ତରରେ କଂଗ୍ରେସ ସହ ବିଜେପି ହାତ ମିଳାଇ ପାରେ। ବିଜେପି କଂଗ୍ରେସ ମୁକ୍ତ ଭାରତ ନାରା ଦେଉଥିବା କେଉଁ ଆଦର୍ଶକୁ ନେଇ ଏହି ଦଳ ସହିତ ହାତ ମିଳାଇବା ପାଇଁ ଅଙ୍କ କଷୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନୂଆପଡ଼ାରେ ବିଜେଡି ଓ ମାଲକାନଗିରିରେ ବିଜେପି ଜିଲ୍ଲାପରିଷଦ ଗଠନ କରିବା ନିଶ୍ଚିତ ହୋଇଛି। ତେବେ ୨ଟି ଜିଲ୍ଲାରେ ୩ ଜିଲ୍ଲାପରିଷଦ ଜୋନରେ ନିର୍ବାଚନ ହୋଇନଥିବାରୁ ହାଇକୋର୍ଟ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରଖିଛନ୍ତି।

ରାଜ୍ୟର ୧୬ଟି ଜିଲ୍ଲାରେ ବିଜେଡି ଜିଲ୍ଲାପରିଷଦ ଗଠନ କରିକୁ ଯାଉଛି। ତେବେ ଏହି ଜିଲ୍ଲା ଗୁଡ଼ିକରେ ପରିଷଦ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ନବୀନ ନିବାସରେ ଆଜି ସକାଳୁ ଘନଘନ ବୈଠକ ଚାଲିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story