ବିଜେପିକୁ ଉପହାରରେ ମିଳିଲା ଗଜପତି ଜିଲ୍ଲା ପରିଷଦ

ଗଜପତି: ବିଜେପିକୁ ଗଜପତି ଜିଲ୍ଲା ପରିଷଦ ଉପହାରରେ ମିଳିଛି। ବିଜେପିର ଅନୀତାରାଣୀ ବେହେରା ହୋଇଛନ୍ତି ଗଜପତି ଜିଲ୍ଲା ପରିଷଦର ନୂଆ ଅଧ୍ୟକ୍ଷ। ୧୫ ଆସନ ବିଶିଷ୍ଟ ଗଜପତି ଜିଲ୍ଲା ପରିଷଦରୁ କଂଗ୍ରେସ ୬ଟି, ବିଜେଡି ୫ଟି ଓ ବିଜେପି ୩ଟି ଆସନରେ ବିଜେପି ପ୍ରାର୍ଥୀ ଜିତିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଜିଲ୍ଲାର ଅଧ୍ୟକ୍ଷ ଆସନ ଅନୂସୂଚିତ ଜାତି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। କଂଗ୍ରେସ ଓ ବିଜେଡିରେ ଏହି ବର୍ଗରେ କେହି ଜିତି ନାହାନ୍ତି। […]

gajapati

gajapati

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 05:03 PM IST

ଗଜପତି: ବିଜେପିକୁ ଗଜପତି ଜିଲ୍ଲା ପରିଷଦ ଉପହାରରେ ମିଳିଛି। ବିଜେପିର ଅନୀତାରାଣୀ ବେହେରା ହୋଇଛନ୍ତି ଗଜପତି ଜିଲ୍ଲା ପରିଷଦର ନୂଆ ଅଧ୍ୟକ୍ଷ।

୧୫ ଆସନ ବିଶିଷ୍ଟ ଗଜପତି ଜିଲ୍ଲା ପରିଷଦରୁ କଂଗ୍ରେସ ୬ଟି, ବିଜେଡି ୫ଟି ଓ ବିଜେପି ୩ଟି ଆସନରେ ବିଜେପି ପ୍ରାର୍ଥୀ ଜିତିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଜିଲ୍ଲାର ଅଧ୍ୟକ୍ଷ ଆସନ ଅନୂସୂଚିତ ଜାତି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। କଂଗ୍ରେସ ଓ ବିଜେଡିରେ ଏହି ବର୍ଗରେ କେହି ଜିତି ନାହାନ୍ତି। ଅନ୍ୟପକ୍ଷରେ ବିଜେପିର ଅନୀତାରାଣୀ ୯ ନମ୍ବର ଜୋନ୍‌ରୁ ଏହି ବର୍ଗରୁ ବିଜୟ ହୋଇଛନ୍ତି। ଅନୀତାଙ୍କ ବ୍ୟତୀତ ଅନ୍ୟ କେହି ଆଜି ନାମାଙ୍କନପତ୍ର ଦାଖଲ କରି ନ ଥିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story