ବିଜେପି କାର୍ଯ୍ୟକ୍ରମକୁ ନେଇ ବିଜେଡି ଛାନିଆ

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ଓଡ଼ିଶାରେ ବସିବ ଦିଲ୍ଲୀ ଦରବାର। ଏହାସହ ବିଜେପି ଏକା ସମୟରେ ସରକାରୀ ଯୋଜନାର ମଧ୍ୟ ସମୀକ୍ଷା କରିବ। ଏହାକୁ ନେଇ ବିଜେଡିରେ ଚିନ୍ତା ବଢିଯାଇଛି। କାର୍ଯ୍ୟକାରିଣୀ ଆଳରେ ସରକାରଙ୍କ ଦୋଷ ତ୍ରୁଟି କାଢିବାକୁ ବିଜେପି ସମୀକ୍ଷାକୁ ଅସ୍ତ୍ର କରିଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଆଜି ଭୁମି ପୂଜା କରାଯାଇଥିଲା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କର୍ତ୍ତା ସାଜିଥିଲେ। ପରମ୍ପରା ଅନୁସାରେ ମନ୍ତ୍ରପାଠ […]

bjp

bjp

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 09:58 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ଓଡ଼ିଶାରେ ବସିବ ଦିଲ୍ଲୀ ଦରବାର। ଏହାସହ ବିଜେପି ଏକା ସମୟରେ ସରକାରୀ ଯୋଜନାର ମଧ୍ୟ ସମୀକ୍ଷା କରିବ। ଏହାକୁ ନେଇ ବିଜେଡିରେ ଚିନ୍ତା ବଢିଯାଇଛି। କାର୍ଯ୍ୟକାରିଣୀ ଆଳରେ ସରକାରଙ୍କ ଦୋଷ ତ୍ରୁଟି କାଢିବାକୁ ବିଜେପି ସମୀକ୍ଷାକୁ ଅସ୍ତ୍ର କରିଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଆଜି ଭୁମି ପୂଜା କରାଯାଇଥିଲା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କର୍ତ୍ତା ସାଜିଥିଲେ। ପରମ୍ପରା ଅନୁସାରେ ମନ୍ତ୍ରପାଠ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଦଳ କରିଛି। ଶୁଭ ବେଳେ ଦେଖି ଜନତା ମଇଦାନରେ ମଞ୍ଚ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ୮୦ ହଜାର ସ୍କୋୟାର ଫୁଟ୍‌ରେ କାର୍ଯ୍ୟକାରିଣୀର ତୋଣର ତିଆରି ହେଉଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟାଳୟ, ପିଏମ୍‌ ଲାଉଞ୍ଜ, ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଲାଉଞ୍ଜ ଓ ସେଣ୍ଟ୍ରାଲ ଟିମ୍‌ର ଅଫିସ୍‌ ରହିବ। କିଛି ଦୂରରେ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ତିଆରି ହେଉଛି ସ୍ୱତନ୍ତ୍ର ଲାଉଞ୍ଜ।

ଏହାବାଦ ମନ୍ତ୍ରୀମାନଙ୍କ ସହ ଆସୁଥିବା ସଚିବଙ୍କ ପାଇଁ ଅଲଗା ସ୍ଥାନରେ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଯୋଜନା ହୋଇଛି। ଆବଶ୍ୟକ ପଡ଼ିଲେ କେନ୍ଦ୍ରମନ୍ତ୍ରୀ, ସଚିବଙ୍କ ସହ ରାଜ୍ୟ ସରକାରଙ୍କ ଅଫିସରଙ୍କୁ ବି ସମୀକ୍ଷାକୁ ଡକା ହେବ। ରାଜ୍ୟ ପାଇଁ ଚାଲୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅର୍ଥ କିପରି ଉପଯୋଗ ହେଉଛି ତାର ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ମନ୍ତ୍ରୀମାନେ ଆସୁଛନ୍ତି। ସେମାନଙ୍କ ସହ ବହୁ ସଚିବ ବି ଆସୁଛନ୍ତି। ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ଓ ଅର୍ଥ କିପରି ଖର୍ଚ୍ଚ ହେଉଛି ତାର ସମୀକ୍ଷା ନିଶ୍ଚିତ ହେବ।”

ତେବେ ବିଜେପିର ଏହି ଯୋଜନାରେ ରାଜନୈତିକ ଗନ୍ଧ ବାରୁଛି ବିଜେଡି। ସରକାରଙ୍କ ଦୋଷ ତ୍ରୁଟି ବାହାର କରିବା ପାଇଁ ଜାଣିଶୁଣି ଦଳୀୟ କାର୍ଯ୍ୟକ୍ରମ ବେଳେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନେଇ ଦଳ ଆପତ୍ତି ଉଠାଇଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସରକାରୀ କାମକୁ ଯୋଡୁଛନ୍ତି। ରାଜ୍ୟ ସରକାରଙ୍କୁ କିପରି ଆକ୍ରମଣ କରାଯିବା ସେ ନେଇ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏଥିରେ କିଛି ଲାଭ ହେବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story