ଜମି ବିକ୍ରି ନାଁରେ ଠକେଇ ଅଭିଯୋଗ, ବିଜେପି ନେତା ଗିରଫ

କଟକ: ଜମି ବିକ୍ରି ନାଁରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପୋଲିସ୍‌ ଗିରଫ କରିଛି। ଜଣେ ବିଲଡର ତାଙ୍କ ବିରୋଧରେ  କୋଟିଏ ଟଙ୍କାର ଠକେଇ ଅଭିଯୋଗ କରିଥିଲେ। କୃଷ୍ଣଚନ୍ଦ୍ର ଜମି ବିକ୍ରି ନାଁରେ ଟଙ୍କା ଠକିଥିବା ନେଇ ସଂପୃକ୍ତ ବିଲଡର ଭୁବନେଶ୍ୱରରେ ଏକ କୋର୍ଟରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ବିରୋଧରେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲା ଦାଏର ହୋଇଥିଲା। ଦୁଇ ଦିନ ତଳେ ପୋଲିସ୍‌ ତାଙ୍କ ବାରିପଦାସ୍ଥିତ […]

arrest

arrest

Rakesh Mallick
  • Published: Monday, 20 November 2017
  • Updated: 20 November 2017, 01:41 PM IST

Sports

Latest News

କଟକ: ଜମି ବିକ୍ରି ନାଁରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପୋଲିସ୍‌ ଗିରଫ କରିଛି। ଜଣେ ବିଲଡର ତାଙ୍କ ବିରୋଧରେ  କୋଟିଏ ଟଙ୍କାର ଠକେଇ ଅଭିଯୋଗ କରିଥିଲେ।

କୃଷ୍ଣଚନ୍ଦ୍ର ଜମି ବିକ୍ରି ନାଁରେ ଟଙ୍କା ଠକିଥିବା ନେଇ ସଂପୃକ୍ତ ବିଲଡର ଭୁବନେଶ୍ୱରରେ ଏକ କୋର୍ଟରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ବିରୋଧରେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲା ଦାଏର ହୋଇଥିଲା। ଦୁଇ ଦିନ ତଳେ ପୋଲିସ୍‌ ତାଙ୍କ ବାରିପଦାସ୍ଥିତ ଘରେ ଚଢ଼ାଉ କରିଥିଲା।
୨୦୧୧ରେ ନନ୍ଦନକାନନ ଅଞ୍ଚଳରେ ଏଜ ଜମି କିଣାବିକା ପାଇଁ କୃଷ୍ଣଚନ୍ଦ୍ର ଓ ବିଲଡରଙ୍କ ମଧ୍ୟରେ ୬ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏଥିପାଇଁ କୃଷ୍ଣଚନ୍ଦ୍ର ବିଲଡରଙ୍କଠାରୁ ୧ କୋଟି ଟଙ୍କା ଅଗ୍ରୀମ ନେଇଥିଲେ। ତେବେ ଜମି ତାଙ୍କ ନାଁରେ ନ ଥିବା ଜଣାପଡ଼ିବାରୁ ବିଲଡର ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। ତେବେ ୬ ବର୍ଷ ଧରି ସେ ବିଲଡରଙ୍କୁ ଧରାଛୁଆଁ ଦେଉ ନ ଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story