ଦାମଙ୍କ ଅବସ୍ଥା ଯାହା ମୋ ଅବସ୍ଥା ସେୟା: ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଭୋଟ ଗ୍ରହଣ ପୂର୍ବରୁ ମୁହଁ ଖୋଲିଛନ୍ତ ବିଜେପି ନେତା ଅଶୋକ ପାଣିଗ୍ରାହୀ। ଆଜି ସେ ଦଳ ଉପର ଅସନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି,“ ଦଳ ମୋତେ ଅଣଦେଖା କରୁଛି। କୌଣସି ଦାୟିତ୍ୱ ଦେଉନାହିଁ।” ସେ ଆହୁରି କହିଛନ୍ତି,“ ସାଧାରଣ ନିର୍ବାଚନରେ ମୋତେ କୌଣସି ଦାୟିତ୍ୱ ମିଳିନଥିଲା। କୌଣସି ପ୍ରୋଗାମକୁ  ଦଳ ପକ୍ଷରୁ ମୋତେ ଡକା ଯାଇନଥିଲା। କିନ୍ତୁ ମୁଁ ନିରବ ଥିଲି। ମୋର ସମର୍ଥକ ମାନେ ଦଳ ପାଇଁ ପ୍ରଚାର କରୁଥିଲେ।”’ ଦଳ […]

bjp999

bjp999

Tapaswini Nayak
  • Published: Thursday, 10 October 2019
  • Updated: 10 October 2019, 05:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଭୋଟ ଗ୍ରହଣ ପୂର୍ବରୁ ମୁହଁ ଖୋଲିଛନ୍ତ ବିଜେପି ନେତା ଅଶୋକ ପାଣିଗ୍ରାହୀ। ଆଜି ସେ ଦଳ ଉପର ଅସନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି,“ ଦଳ ମୋତେ ଅଣଦେଖା କରୁଛି। କୌଣସି ଦାୟିତ୍ୱ ଦେଉନାହିଁ।”

ସେ ଆହୁରି କହିଛନ୍ତି,“ ସାଧାରଣ ନିର୍ବାଚନରେ ମୋତେ କୌଣସି ଦାୟିତ୍ୱ ମିଳିନଥିଲା। କୌଣସି ପ୍ରୋଗାମକୁ  ଦଳ ପକ୍ଷରୁ ମୋତେ ଡକା ଯାଇନଥିଲା। କିନ୍ତୁ ମୁଁ ନିରବ ଥିଲି। ମୋର ସମର୍ଥକ ମାନେ ଦଳ ପାଇଁ ପ୍ରଚାର କରୁଥିଲେ।”’

ଦଳ ବୋଧେ ମୋତେ ବିଶ୍ୱାସ କରୁନାହିଁ। ଏଥିପାଇଁ ମୁଁ ସନ୍ଦେହରେ ପଡ଼ି ଯାଇଛି ବୋଲି ଅଶୋକ କହିଛନ୍ତି।

ସେ କହିଛନ୍ତି,“ ଦାମ ବାବୁ ଯେମିତି ଅଣଦେଖା କଥା କହୁଛନ୍ତି, ମୋତେ ବି ସେମିତି ଦଳରେ କରାଯାଉଛି। ଦଳ ଯଦି କୌଣସି କାମ କରିବାକୁ ଦାୟିତ୍ୱ ଦିଏ, ତାହାହେଲେ ମୁଁ କରିବି।”
ଦଳ ଛାଡ଼ିବା ନେଇ ଅଶୋକ କହିଛନ୍ତି ଯେ ଏହା ଏକ ଗୁଜବ କଥା।

ସୂଚନାଯୋଗ୍ୟ, ୨୦୧୮ ଉପନିର୍ବାଚନରେ ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story