ବିଜେଡି କ’ଣ ଅଶିଷ୍ଟତାର ପୃଷ୍ଠପୋଷକ : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରର ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ବିଜେଡିର ବିଜୟ ପାଇଁ ଏକ ସୁଯୋଗ ଆଣିଦେଇଛି ବୋଲି ଦେଇଥିବା ବୟାନ ଉପରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ପଷ୍ଟୀକରଣ ଦେବାପରେ ବି ବିବାଦ ଥମିବାର ନାଁ ଧରୁନି। ବିଜେଡି କ’ଣ ଏପରି ସମ୍ବେଦନହୀନତା ଓ ଅଶିଷ୍ଟତାର ପୃଷ୍ଠପୋଷକ କି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରଶ୍ନ କରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କଡ଼ାଭାଷାରେ […]

pradipta-1-1

pradipta-1-1

Tapas Behera
  • Published: Saturday, 24 October 2020
  • Updated: 24 October 2020, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରର ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ବିଜେଡିର ବିଜୟ ପାଇଁ ଏକ ସୁଯୋଗ ଆଣିଦେଇଛି ବୋଲି ଦେଇଥିବା ବୟାନ ଉପରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ପଷ୍ଟୀକରଣ ଦେବାପରେ ବି ବିବାଦ ଥମିବାର ନାଁ ଧରୁନି। ବିଜେଡି କ’ଣ ଏପରି ସମ୍ବେଦନହୀନତା ଓ ଅଶିଷ୍ଟତାର ପୃଷ୍ଠପୋଷକ କି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରଶ୍ନ କରିଛନ୍ତି।

ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କଡ଼ାଭାଷାରେ ସମାଲୋଚନା କରି ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ବାଲେଶ୍ୱରର ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ବିଜେଡିର ବିଜୟ ପାଇଁ ଏକ ସୁଯୋଗ ଆଣିଦେଇଛି ବୋଲି କହି ମନ୍ତ୍ରୀ ଶ୍ରୀ ସ୍ୱାଇଁ କେବଳ ନିଜର ରୁଚିହୀନତା, ଅସଭ୍ୟତା ଓ ସମ୍ବେଦନହୀନତାର ପରିଚୟ ଦେଇନାହାନ୍ତି। ସେ ସମଗ୍ର ବାଲେଶ୍ୱରବାସୀଙ୍କୁ ଅପମାନିତ ମଧ୍ୟ କରିଛନ୍ତି। ପୁଣି ନିଜ ବକ୍ତବ୍ୟର ଯଥାର୍ଥତାକୁ ପ୍ରତିପାଦନ କରିବାକୁ ଯାଇ ଏହାକୁ ତାଙ୍କ ଦଳ ବିଜେଡିର ଆଭିମୁଖ୍ୟ ବୋଲି କହିଛନ୍ତି। ତେବେ କ’ଣ ସମଗ୍ର ବିଜେଡି ଦଳ ଏପରି ସମ୍ବେଦନହୀନତା ଓ ଅଶିଷ୍ଟତାର ପୃଷ୍ଠପୋଷକ କି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି।
ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିଜ ଭାଇଙ୍କ ଦେହାନ୍ତ ହୋଇଥିଲେ ଏହା ସମ୍ପତ୍ତି ଭାଗରେ ତାଙ୍କୁ ଅଧିକ ମିଳିବାର ଏକ ସୁଯୋଗ ବୋଲି ଭାବିଥାଆନ୍ତେ କି? ଏପରି ନେତା ଓ ଏପରି ଦଳକୁ ଉଚିତ୍ ଜବାବ ଦେବା ପାଇଁ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ଜିତାଇବାକୁ ଶ୍ରୀ ନାଏକ ବାଲେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଏଭଳି ବୟାନକୁ ନେଇ ବିଜେଡି ନିରବତା ଅବଲମ୍ବନ କରୁଥିବାବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ  ଶ୍ରୀ ସ୍ୱାଇଁଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story