ଗାଁକୁ ଯାଇ କେନ୍ଦ୍ରର ଗରିବ କଲ୍ୟାଣ ଯୋଜନା କଥା କହିବ ବିଜେପି

ନୂଆଦିଲ୍ଲୀ: ବିଜେପି ନେତା ଗାଁରେ କେନ୍ଦ୍ରର ଗରିବ କଲ୍ୟାଣ ଯୋଜନା କଥା କହିବେ। ଏହାସହ ରାଜ୍ୟ ସରକାରଙ୍କ ଅପାରଗତାର ତାଲିକା ବି ରଖିବେ। ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ କିଛି ନେତାଙ୍କୁ ପାଠ ପଢାଇଛନ୍ତି। ଅମିତଙ୍କ ଦିଲ୍ଲୀରେ ଡାକିଥିବା ବୈଠକରେ ଦେଶର ୧୯୨ ଜଣ ନେତା ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୧୧ ଜଣ ଥିଲେ। ମୋଦିଙ୍କ ଶାସନର ତିନ ବର୍ଷରେ ଓଡିଶାକୁ କ’ଣ […]

bjp

bjp

Rakesh Mallick
  • Published: Sunday, 21 May 2017
  • Updated: 21 May 2017, 08:59 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ନେତା ଗାଁରେ କେନ୍ଦ୍ରର ଗରିବ କଲ୍ୟାଣ ଯୋଜନା କଥା କହିବେ। ଏହାସହ ରାଜ୍ୟ ସରକାରଙ୍କ ଅପାରଗତାର ତାଲିକା ବି ରଖିବେ। ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ କିଛି ନେତାଙ୍କୁ ପାଠ ପଢାଇଛନ୍ତି।

ଅମିତଙ୍କ ଦିଲ୍ଲୀରେ ଡାକିଥିବା ବୈଠକରେ ଦେଶର ୧୯୨ ଜଣ ନେତା ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୧୧ ଜଣ ଥିଲେ। ମୋଦିଙ୍କ ଶାସନର ତିନ ବର୍ଷରେ ଓଡିଶାକୁ କ’ଣ ମିଳିଛି ?  ଯୁପିଏ ତୁଳନାରେ ରାଜ୍ୟ କେତେ ଫାଇଦା ପାଇଛି ? ତା’ର ହିସାବ ଗାଁ ଲୋକଙ୍କୁ ଦିଆଯିବ। ପ୍ରତି ଗାଁର ପ୍ରତି ବୁଥରେ ଏକଥା ପହଁଞ୍ଚାଇବେ ୨୦,୦୦୦ କାର୍ଯ୍ୟକର୍ତ୍ତା। ଏଥିପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ବିଜେପିର ରଣନୀତିକୁ କାଉଣ୍ଟର କରିବା ପାଇଁ ବିଜେଡି ବି ଗାଁ ମୁହାଁ ହୋଇଛି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅଂଶ ସ୍ୱରୂପ ଜିଲ୍ଲା ପର୍ଯ୍ୟବେକ୍ଷକ, ବିଧାୟକ ଓ ନେତା ଗାଁକୁ ଯାଇ ଲୋକଙ୍କ ନବୀନ ସରକାରଙ୍କ ସଫଳତା ବତାଇବେ।

ନବୀନଙ୍କ ଗାଁକୁ ଯିବା ଫଣ୍ଡାକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ଉପରେ ବର୍ଷିଲେ ଦିଲୀପ

କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷିଛନ୍ତି ଦଳୀୟ ବିଧାୟକ ଦିଲୀପ ରାୟ। ରାଉରକେଲା ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେଇ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ୨ୟ ବ୍ରାହ୍ମଣୀ ବ୍ରିଜ୍ ହୋଇ ପାରିଲା ନାହିଁ। IGHକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ବି ଫଳ ମିଳି ନ ଥିବା କହିଛନ୍ତି ଦିଲୀପ। ଏଥିପାଇଁ ସେ ଦୁଃଖିତ ଓ ଲଜ୍ଜିତ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story